Browsing Tag

ganjam news

ଗଞ୍ଜାମ ମହାବିଦ୍ୟାଳୟ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟରେ ନୂଆଁ ଓଡ଼ିଶା ନବୀନ ଓଡିଶା ପରିପ୍ରେକ୍ଷୀରେ କ୍ରୀଡା ମହୋତ୍ସବର ଶୁଭ ଉଦ୍‌ଘାଟନ ହୋଇଯାଇଛି । କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏନ୍‌ଏସି ଉପାଧ୍ୟକ୍ଷ…
Read More...

ବନ ବିଭାଗ ତରଫରୁ ଡ଼ଲ୍‌ଫିନ୍‌ ଗଣନା ନେଇ ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ସମୁଦ୍ର ଓ ନଦୀର ମିଳନ ଋଷିକୁଲ୍ୟା ମୁହାଁଣରେ ଡ଼ଲ୍‌ଫିନ୍‌ ବହୁଳ ଭାବେ ଦେଖାଯାଇଥାଏ । ଯାହାକୁ ନେଇ ଜାନୁୟାରୀ ୨୦, ୨୧ ଓ ୨୨ ତାରିଖ ଏହି ତିନିଦିନ ଋଷିକୁଲ୍ୟା ମୁହାଁଣରେ ବନ ବିଭାଗ ତରଫରୁ ଡ଼ଲ୍‌ଫିନ୍‌ ଗଣନା କରାଯାଇଥାଏ । ଏହାକୁ…
Read More...

ଗଞ୍ଜାମରେ ଆୟାପ୍ପା ସ୍ୱାମୀଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ୪ର୍ଥତମ ଆୟାପ୍ପା ସ୍ୱାମୀଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ଜଣ ଆୟାପ୍ପା ସ୍ୱାମୀମାନେ ଯୋଗଦେଇ ଆୟାପ୍ପାଙ୍କ ପ୍ରତିମୂର୍ତ୍ତୀ…
Read More...

ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ଋଷୁକୂଲ୍ୟା ମୁହାଁଣରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ବହିଯାଇଥିବା ପୁଣ୍ୟାତୟ ଋଷିକୁଲ୍ୟା ଓ ବଙ୍ଗପ ସାଗର ମିଳନ ବା ଋଷୁକୂଲ୍ୟା ମୁହାଁଣରେ ବିରଳ ପ୍ରଜାତି ସାମୁଦ୍ରିକ କଇଁଚ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ସମୁଦ୍ରରର ନୀଳ ଜଳ ରାଶି ମଧ୍ୟରେ ଯୋଡି…
Read More...

ଉଦ୍‌ଘାଟିତ ହେଲା ମିଶନ ଶକ୍ତି ମହିଳାଙ୍କ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ରିଷ୍ଟ କମ୍ପ୍ୟୁଟର ସେଣ୍ଟରରେ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଗଞ୍ଜାମ ବ୍ଲକସ୍ତରୀୟ ୨୦ ଦିନିଆ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ସନାତନ…
Read More...

ଯୁବ ଓଡିଶା, ନବୀନ ଓଡିଶା ଯୁବ ବିକାଶ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡିଦେଉଳି ଗ୍ରାମରେ ଅବସ୍ତିତ ସହିଦ ଭଗତସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ପରିଚାଳିତ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟ୍ୟାପକ…
Read More...

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ବହି ପୂଜନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର କଳା ଓ କଳାକାର ସହର । ଗଞ୍ଜାମ ସହରର କଳାକାର ସଂଘଟିତ ଅନୁଷ୍ଠାନ କଳା ସାଂସ୍କୃତିକ ମଞ୍ଚର ତୃତୀୟ ଅବଦାନ ଦୁଇ ଗୋଟି ନାଟକ ଗଞ୍ଜାମ ସହାରକୁ ଭେଟି ଦେବାକୁ ଯାଉଅଛି । ରବିବାର ଦିନ ମା ଦୁର୍ଗାଦେବୀ ମନ୍ଦିରରେ ବହି ପୂଜନ କାର୍ଯ୍ୟକ୍ରମ…
Read More...

ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଶୁଭ ଉଦ୍‌ଘାଟନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଚିକିଟି ଏନଏସିର ଚାରୋଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଥିବା ଖବର ମଳିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଉଦ୍‌ଘାଟନ କରିଥିଲେ ।…
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ୱେଚ୍ଛାସେବୀ ଡି.ବିଷ୍ଣୁପ୍ରିୟାଙ୍କ ତତ୍ୱାବାଧାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା ।…
Read More...

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ତୃତୀୟ ଅବଦାନ ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଓ ଆଖ ପାଖ ଅଞ୍ଚଳରେ କଳାକାରମାନଙ୍କୁ କଳାର ବିକାଶ ଓ କଳାର ସମ୍ମାନ ନଜର ରଖି ଗଞ୍ଜାମ କଳା ସାଂସ୍କୃତିକ ପକ୍ଷରୁ ଆଗାମୀଜାନୁୟାରୀ ୨୬ରେ ପରିବେଷଣ ହେବାକୁ ଯାଉଥିବା ସାମାଜିକ ନାଟକକୁ ନେଇ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...