Browsing Tag

dhenkal news

କନ୍ଦରା ଜଙ୍ଗଲରୁ ୨ ଜଣ ଶିକାରୀ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଗ୍ରାମର କନ୍ଦରା ଜଙ୍ଗଲରୁ ଦୁଇ ଜଣ ଶିକାରୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସେମାନେ ଜଙ୍ଗଲରେ ଏକ ଘୁଷୁରିକୁ ଶିକାର କରିଥିଲେ । ସେମାନଙ୍କଠାରୁ ୫୦୦ଗ୍ରାମର ମାଂସ ଓ ତାର ଜବତ କରାଯାଇଥିବା
Read More...

ଗୋପାଳପୁରରେ ହାତୀ ଆତଙ୍କରେ ୧ ମୃତ

ଢେଙ୍କାନାଳ, (ତାପସ ଦାସ) : ହାତୀ ଆକ୍ରମଣ ଏବଂ ହାତୀ ମୃତ୍ୟୁ ଘଟଣା ଧୀରେ ଧୀରେ ବଢିବାକୁ ଲାଗିଥିବା ବେଳେ ବନ ବିଭାଗର ଅପାରଗ ହେଉ କିମ୍ବା ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତାରୁ ସାଧାରଣ ଲୋକ ବଳି ପଡୁଥିବା ବେଳେ ପୁଣି ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ
Read More...

କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖରଙ୍କ ପୀଠ କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ କରାଯାଇଛି । ଉଠା ଦୋକାନୀ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, କରୋନା ସଂକ୍ରମଣର ପ୍ରଥମ ଲହର ଆରମ୍ଭ ହେବା
Read More...

ଗଁଦିଆ ବ୍ଲକରେ ଆଜି ଧାନମଣ୍ଡି ଶୁଭାରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି । ଆଜି ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ
Read More...

ହରିଣ ଛାଲ ଓ ୭ଟି ବଜ୍ରକାପ୍ତା କାତି ଜବତ : ୪ଜଣ ଶିକୀରୀ ଗିରଫ

ଢ଼େଙ୍କାନାଳ : ହରିଣ ଛାଲ ଓ ୭ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଢ଼େଙ୍କାନାଳ ବନଖଣ୍ଡ କପିଳାସରୁ ଶିକୀରୀ ମାନେ ହରିଣ ଛାଲ ଓ ବଜ୍ରକାପ୍ତା କାତି ‌ନେଇ ଯାଉଥିବା ବନ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ
Read More...

ହାତୀ ଆକ୍ରମଣ : ୨ଦିନରେ ଗଲାଣି ୨ଟି ଜୀବନ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳରେ ହାତୀ ଆକ୍ରମଣରେ ମଙ୍ଗଳବାର ଦିନ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ । ଖବର ଅନୁସାରେ, ମଙ୍ଗଳବାର ଦିନ ଧାନ ଖଳାରେ ଜଣେ ଚାଷୀଙ୍କୁ
Read More...

ଲୁଟେରା‌ଙ୍କ ଗୁଳି ମାଡରେ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ : ଲୁଟେରା‌ଙ୍କ ଗୁଳି ମାଡରେ ଜଣଙ୍କ ମୃତ୍ୟୁ ଘଟିଛି ବୋଳି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭୁବନ କୁନିଦା ଗାଁର ଗୋବିନ୍ଦ ବେହେରା ନିଜ ଗାଁର ଅନ୍ୟ ଦୁଇଜଣ ବ୍ୟ‌କ୍ତିଙ୍କ ସହ ମଇଁଷି କିଣିବାକୁ ନଗଡା ନିକଟକୁ ଯାଇଥିଲେ । ତେବେ ନଗଡା ନିକଟରେ ଚାରିଜଣ ଲୁଟେରା ଗୁଳିମାଡ଼ କରି ୩୦
Read More...
error: Content is protected !!