Browsing Tag

dhauli news

ଦୟାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର/ଧଉଳି : ଦୟାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ଦୟାନଦୀ ଲିଙ୍ଗିପୁର ଦେବୀଘାଟରେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଗତକାଲି ବିଳମ୍ବିତ ରାତି ଯାଏଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି ପରେ ମଧ୍ୟ ପତ୍ତା
Read More...

ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ

ଧଉଳି : ଧଉଳି ଥାନା ପୁଲିସ ଡ୍ୟୁଟିରେ ଥିବା ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ କରିବା ମାମଲାରେ ଜଣେ କାର ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ଚାଳକ ଜଣଙ୍କ ହେଲେ ବଡ଼ଗଡ଼ ଥାନା ଅଧୀନ ବ୍ରିଟ କଲୋନୀରେ ରହୁଥିବା ପ୍ରକାଶ ପରିଡା (୪୨) । କୋର୍ଟରେ ତାଙ୍କ
Read More...