ଥାଳବନ୍ଧରେ ଏକଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ମକୁନ୍ଦପୁରକୁ ହରାଇ ଥାଳବନ୍ଧ ଚାମ୍ପିଅନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଥାଳବନ୍ଧ ଖେଳ ପଡିଆରେ ମାଁ ଥାଲବନ୍ଧେନ୍ କ୍ରିକେଟ ଟିମର ଆୟୋଜନରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଲବନ୍ଦ ଓ ମକୁନ୍ଦପୁର ଦଳ ଖେଳିଥିଲେ । ଏହି ମ୍ୟାଚରେ!-->…
Read More...
Read More...