କାମ ଦେଲାନି ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ତାଗିଦ୍ : ବୈଠକ ପରେ ଭୁଲି ଯାଉଛନ୍ତି ଅଧିକାରୀ
ଦେଓଗାଁ ସଦର ପଞ୍ଚାୟତକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ପାଇଁ ଆଉ କେତେ ଦିନ?ଦେଓଗାଁ, (ମନୀଷ କୁମାର ସାହୁ): ପଞ୍ଚାୟତ ସମିତି ବୈଠକରେ ବିଧାୟକ ଉପସ୍ଥିତି ଦେଓଗାଁ ବ୍ଲକ୍ବାସୀଙ୍କ ପାଇଁ ଶୁଭଙ୍କର । ଯେତେବେଳେ ସମିତି ବୈଠକରେ ବିଧାୟକ ଯୋଗଦେବା ନିଶ୍ଚିତ ହୋଇଥାଏ ସେତେବେଳଠାରୁ ବ୍ଲକ ଅଧିକାରୀ!-->…
Read More...
Read More...