ତେଲନଦୀ ଖଣ୍ଡିରେ ବିଜେଡିର କର୍ମୀ ସମାବେଶ : ବ୍ଲକର ବିକାଶ କାମରେ ବାଧା ହେଉଥିବାରୁ ଆଗାମୀ ଦିନରେ ହେବ ବ୍ଲକ ଘେରାଉ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅର୍ଜୁନପୁର ବ୍ରାମଣିପଳା ସ୍ଥିତ ତେଲନଦୀ ଖଣ୍ଡିରେ ବୁଧବାର ଦିନ ୧୧ଟା ସମୟରେ ଏକ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମାବେଶକୁ ଦେଓଗାଁ ବ୍ଳକ ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁ ପରିଚାଳନା କରି ସଭାପତିତ୍ୱ!-->…
Read More...
Read More...