Browsing Tag

delanga news

ମହତାବ ହାଇସ୍କୁଲ ୧୯୬୬ ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳର ସର୍ବ ପୁରାତନ ମହତାବ ଉଚ୍ଚ ବିଦ୍ୟାଳୟର ୧୯୬୬ ମାଟ୍ରିକ (୧୧ଶ) ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସମାବେଗ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍‌ କୁନ୍ତଳା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ମୋ ଗାଁର ସୁନେଲି ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ଗୁଡୁପାଇଲୋ ଗ୍ରାମରେ ମୋ ଗାଁର ସୁନେଲି ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡୁପାଇଲୋ ପରିସରରେ ପରିବେଶ
Read More...

ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଦଳରେ ଡେଲାଙ୍ଗର ୨ ଝିଅ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜସ୍ଥାନରେ ହେବାକୁ ଥିବା ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍-୨୦୨୨-୨୩ରେ ଓଡ଼ିଶା ଦଳରେ ଡେଲାଙ୍ଗରୁ ୨ ଝିଅ ମନୋନିତ ହୋଇଛନ୍ତି । ସେମାନେ ହେଲେ ଚିଙ୍କି ଭୋଇ ଓ ସ୍ଵର୍ଣ୍ଣଲତା ବୀରେନ୍ଦ୍ର । ଆସନ୍ତା ଜାନୁଆରୀ ୧୦ତାରିଖରେ ରାଜସ୍ଥାନର ଜୟପୁର
Read More...

ସ୍ୱରଚିତ ଆଧ୍ୟାତ୍ମିକ କବିତା ପାଠ ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ପଂଚାୟତ ନିମବସନ୍ତ ଗ୍ରାମର ନିମାଇଁ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ମଠ ପରିସରରେ ରବିବାର ସ୍ୱରଚିତ ଆଧ୍ୟାତ୍ମିକ କବିତା ପାଠ ମହୋତ୍ସବ, ଆଲୋଚନା ଓ କବି ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଯାଇଛି ।
Read More...

ଡେଲାଙ୍ଗରେ ଧାନ ସଂଗ୍ରହ ଶୁଭାରମ୍ଭ ସମାବେଶ

ସଂସ୍ଥାପିତ ହେବ ୨ ଦିବଙ୍ଗତ ସମବାୟ ବ୍ୟାଙ୍କ ସଭାପତିଙ୍କ ପ୍ରତିମୂର୍ତ୍ତି ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ସମବାୟ ବ୍ୟାଙ୍କ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ରଖିଥିବା ଦିବଙ୍ଗତ ସଭାପତି ଓ ସାଂସଦ ପଦ୍ମଚରଣ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତି ପୁରୀ ବ୍ୟାଙ୍କ
Read More...

୮୦ତମ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟବାୟା ବଜାର ସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ବ୍ୟାଙ୍କ ପରିସରରେ ୮୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ପ୍ରଧାନ, ସହକାରୀ
Read More...

ଦୁସ୍ଥ ରୋଗୀଙ୍କୁ ମିଳିଲା ସ୍ୱାସ୍ଥ୍ୟବୀମା ସହାୟତା : ବିଡିଓଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଓ ସାମାଜିକ କର୍ମୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖାଉଟୀ ପତ୍ରରେ ନାମ ଥାଇ ଆଧାରପତ୍ର ନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରୁ ବଂଚିତ ଥିବା ଜଣେ ଦୁସ୍ଥ ରୋଗୀଙ୍କୁ ବୁଧବାର ସ୍ୱାସ୍ଥ୍ୟ ବୀମା ସହାୟତା ମାଧ୍ୟମରେ ଚିକିତ୍ସା ପ୍ରାପ୍ତ ହୋଇଛି । ଏଥିପାଇଁ ବୃଦ୍ଧାଙ୍କ ପରିବାର ଓ ସାମାଜିକ
Read More...

ଜାତୀୟ ହ୍ୟାଣ୍ଡ ବଲ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ରେଳ ଷ୍ଟେସନରେ ଗୁଜୁରାଟ ଅହମଦାବାଦରୁ ବରିଷ୍ଠ ପୁରୁଷ ଓଡ଼ିଶା ଦଳରେ ଡେଲାଙ୍ଗ ବ୍ଲକର ଶାନ୍ତନୁ ବିଶ୍ୱାଳଙ୍କୁ ସ୍ୱାଗତ । ରେଳ ଷ୍ଟେସନରେ ଡେଲାଙ୍ଗ ବ୍ଲକର ଛାମୁଆ ଓ ବରିଷ୍ଠ ନାଗରିକ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ, ରମେଶ ପରିଡ଼ା, ବସନ୍ତ
Read More...

ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ନାରୀ ସଶକ୍ତିକରଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ-କୋଠାବାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ନାରୀ ସଶକ୍ତିକରଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପିପିଲି ତାଲୁକ
Read More...

ହରିରାଜପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ହୀରାଲାଲ ଶର୍ମା ଏକ ଆମ୍ବୁଲାନ୍ସ ଦାନ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ଗ୍ରାମର ହୀରାଲାଲ ଶର୍ମା ତାଙ୍କ ପିତା ମାତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ହରିରାଜପୁର ଗ୍ରାମ ପଞ୍ଚାୟତର ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀସେବା ପାଇଁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ହରିରାଜପୁର
Read More...