Browsing Tag

delanga news

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ୱତୀ ଶିଶୁ ମନ୍ଦିର, ମାଣଚିନା ପରିସରରେ ଆଜି ଶିଶୁ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ
Read More...

୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚ୍‌ର ବନ୍ଧୁମିଳନ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ଶିକ୍ଷକ କୁଳମଣି ମହାନ୍ତି, ସୁବାସ ଚନ୍ଦ୍ର ନରେନ୍ଦ୍ର, ଚକ୍ରଧର ତ୍ରିପାଠୀ ପ୍ରମୁଖ ଶିକ୍ଷକମାନେ ଯୋଗ
Read More...

୧୯୬୭ ମାଟ୍ରିକ ଛାତ୍ରଛାତ୍ରୀଙ୍କ ସ୍ମୃତିରୋମନ୍ଥନ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳର ସର୍ବପୁରାତନ ମହତାବ ଉଚ୍ଚ ବିଦ୍ୟାଳୟ ୧୯୬୭ ମାଟ୍ରିକ ଛାତ୍ରଙ୍କ ସ୍ମୃତିରୋମନ୍ଥନ ଓ ପାରସ୍ପରିକ ଭାବ ବିନିମୟ ସମାବେଶ ପ୍ରସିଦ୍ଧ ଗଡ଼ଚଣ୍ଡୀ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ
Read More...

ଗୋଟିଏ ଦିନରେ ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହକି ୱାର୍ଲଡ କପ ଓଡିଶା ସରକାରଙ୍କ ଦ୍ୱାରା ସଂଗଠିତ ଅବ୍ୟହିତ ପୂର୍ବରୁ ସମଗ୍ର ଓଡିଶା ଗ୍ରାମ ପଂଚାୟତରେ କ୍ରୀଡା ଉତ୍ସବ ପାଳିତ ହେଉଛି । ଏହି ଅବସରରେ ଗୁରୁବାର ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁନିନ୍ଦା
Read More...

ଡେଲାଙ୍ଗ ପଞ୍ଚାୟତ ସମିତିର ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଗୋଷ୍ଠୀ
Read More...

ଡେଲାଙ୍ଗ ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଗତ ୧୯ ତାରିଖରେ ଉତ୍କଳ ଗୌରବ ବିଦ୍ୟା ନିକେତନ, ସିଂହବ୍ରହ୍ମପୁର ଠାରେ ଉଦ୍‌ଘାଟିତ ହୋଇ ଆଜି କବି ପ୍ରସନ୍ନ ପଟ୍ଟଶାଣୀ ହାଇସ୍କୁଲ ମୁନିନ୍ଦାଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ
Read More...

ଡଲଫିନ୍ ସୁରକ୍ଷା ସଚେତନତା ପାଇଁ ଡେଲାଙ୍ଗରୁ ସାଇକେଲରେ ଯାତ୍ରା କଲେ ବିଶ୍ୱଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିରଳ ଚିଲିକାର ସାତପଡ଼ା ଅଂଚଳରେ ଦେଖାଯାଉଥିବା ଏରୱାଡି ଡଲଫିନ୍‌ଙ୍କ ପ୍ରତିବର୍ଷ ପରି ଚଳିତ ବର୍ଷ ଡ଼ଲଫିନ୍‌ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁଯାଉଛି । ଏହି ଏରୱାଡି ଡ଼ଲଫିନ୍ ନାମ ମିଆଁମାରର ଏକ ନଦୀର ନାମ ଅନୁସାରେ ହୋଇଥିବା ବେଳେ ସ୍ଥାନୀୟ
Read More...

ମଣ୍ଡଳସ୍ତରୀୟ ବିଦ୍ୟାଳୟର ସମୂହ କ୍ରୀଡ଼ା ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୨ ସୋମବାର ଉତ୍କଳ ଗୌରବ ବିଦ୍ୟାନିକେତନ, ସିଂହବ୍ରହ୍ମପୁର ଠାରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ କରକମଳରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଭାରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ
Read More...

ମାନବାଧିକାର ସୁରକ୍ଷା ସଂଘର ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୁଞ୍ଜର ଗ୍ରାମର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ମାନବାଧିକାର ସୁରକ୍ଷା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସମାଜସେବୀ ଅନାମ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଏହି
Read More...

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସାରସ୍ଵତ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ସାରସ୍ଵତ ସାଧକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ସଭାପତିତ୍ୱରେ ଏକ କବିତା ପାଠ ଉତ୍ସବ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ
Read More...