Browsing Tag

delanga news

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ…
Read More...

ଆଧ୍ୟାତ୍ମିକ କବିତା ଆସର

ଡେଲାଙ୍ଗ/ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁରର ପ୍ରସିଦ୍ଧ ସୋମନାଥଙ୍କର ମେଲଣ ପଡିଆର ସୂଚନା କେନ୍ଦ୍ର ମଂଚରେ ଅନୁଷ୍ଠିତ ହୋଇଯାଇଛି ମନୋରମ ଆଧ୍ୟାତ୍ମିକ କବିତା ଆସର । ନିମାଇଁ ସାହିତ୍ୟ ସଂସଦର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଆବାହନରେ ବିଭିନ୍ନ ଜାଗାରୁ ଅନେକ କବି ଲେଖକ…
Read More...

ହରିରାଜପୁର ପଞ୍ଚୁଦୋଳ ମେଲଣ ମହୋତ୍ସବ ମଞ୍ଚରେ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ମେଲଣ ପଡିଆର ମହୋତ୍ସବ ମଂଚରେ ନିମାଇଁ ସାହିତ୍ୟ ସଂସଦ ତରଫରୁ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବ ସହ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ମେଳଣ ପରିଚାଳନା କମିଟିର ସଂଯୋଜକ ତଥା ସମାଜସେବୀ ପ୍ରସନ୍ନ କୁମାର ମହାରଥୀ ଆନୁଷ୍ଠାନିକ…
Read More...

ଜାତୀୟ ପୁଷ୍ପ ଉଦ୍ଭିଦ ରୋପଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ପୁଷ୍ପ ଉଦ୍ଭିଦ ରୋପଣ ଦିବସ ପ୍ରତିବର୍ଷ ୧୨ ମାର୍ଚ୍ଚରେ ପାଳନ କରାଯାଏ । ପୃଥିବୀରେ ଫୁଲ ଅପେକ୍ଷା ଅଧିକ ସୁନ୍ଦର ବା ଆକର୍ଷଣୀୟ ଆଉ କ'ଣ ହୋଇପାରେ । ଦୁନିଆରେ ଚାରି ଲକ୍ଷରୁ ଅଧିକ ପ୍ରଜାତିର ଫୁଲ ଗଛ ରହିଥିବା କୁହାଯାଏ । ପ୍ରକୃତି, ସଂସ୍କୃତି,…
Read More...

ଆସନ୍ତା ମାର୍ଚ୍ଚ ୨୬ରେ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠ ଠାରେ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଗାନ୍ଧୀ ସ୍ମାରକୀ ସମିତି, ବେରବୋଇ ପକ୍ଷରୁ ଗାନ୍ଧୀ ସେବାସଙ୍ଘ ସ୍ମାରକୀ ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହେବ । ପ୍ରକାଶ ଥାଉକି, ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ…
Read More...

ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟାତ୍ମିକ ଚେତନାରେ ପର୍ଯ୍ୟବେଶିତ ଏହି ଗଣପର୍ବ ହୋଲି ଓ ଦୋଳ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କ ଦୋଳ ଶୋଭାଯାତ୍ରା…
Read More...

ଡେଲାଙ୍ଗରେ ୧୧୮୬ ଜଣ ହେଲେ ମାଟ୍ରିକ ପରୀକ୍ଷା, ୩୫ ଅନୁପସ୍ଥିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମାଧ୍ୟମିକ ଶିକ୍ଷା ପକ୍ଷରୁ ଆଜି ସାରା ଓଡ଼ିଶାରେ ମାଟ୍ରିକ ସମ୍ମେଟିଭ୍ ଆସେସ୍‌ମେଣ୍ଟ -୨ ପରୀକ୍ଷା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ମୋଟ ଆଠଟି କେନ୍ଦ୍ର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ୍ ବଜାର୍, ସରକାରୀ ଉଚ୍ଚ…
Read More...

ରେଙ୍ଗଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ‌‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର ରେଙ୍ଗଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ପ୍ରାକ୍ତନ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଶ୍ୟାମସୁନ୍ଦର…
Read More...

ଡେଲାଙ୍ଗ ପ୍ରିମିଅର ଲିଗ୍‌ର ୪ର୍ଥ ସଂସ୍କରଣ ଉଦ୍‌ଘାଟିତ

ପ୍ରଥମ ମ୍ୟାଚ୍‌ରେ ଡେଲାଙ୍ଗ ଗ୍ରୀନ ବିଜୟୀ ଡେଲାଙ୍ଗ, (ଦିଲ୍ଲିୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧିନ ୨୧ଟି ପଞ୍ଚାୟତର ବଛାବଛା କ୍ରକେଟ ଖେଳାଳିମାନଙ୍କୁ ନେଇ ଆୟୋଜିତ ହୋଇଆସୁଥିବା ଡେଲାଙ୍ଗ ପ୍ରିମିଅର ଲିଗ୍‌ ୨୦୨୩ ୪ର୍ଥ ସଂସ୍କରଣରେ ପହଞ୍ଚିଛି । ମୋଟ ୭ଟି ଦଳକୁ ନେଇ ଗଠିତ ଏହି…
Read More...

ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ପୁଷ୍ପମାଲ୍ୟାର୍ପଣ କରି ଡେଲାଙ୍ଗ ଗୋଷ୍ଠୀ…
Read More...