Browsing Tag

delanga news

ଶତାୟୁ ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ମା' ତଥା ସାମ୍ବାଦିକା ଅନିମାଞ୍ଜଳି ମିଶ୍ରଙ୍କ ଗୋସେଇଁ ଶାଶୁ ପାର୍ବତୀ ମିଶ୍ର(୧୦୪)ଙ୍କର ସୋମବାର ସକାଳେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ଏହି
Read More...

‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ହେଲେ ପରିବେଶ ବନ୍ଧୁ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିଶୃତି ସାହିତ୍ୟ ସଂସଦ ରେଂଚ ଖେଲାର, ନିମାପଡା, ପୁରୀ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଧ୍ୟାପକ ଦିଲ୍ଲୀପ କୁମାର ସେନାପତିଙ୍କ ସଭାପତିତ୍ୱରେ ସଂସଦର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । ପ୍ରାୟ ୭୦ ଜଣ କବି ଓ
Read More...

ପବିତ୍ର ସ୍ନାନ ପର୍ବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଭକ୍ତ ଦାସିଆ ସ୍ମୃତି କମିଟିରେ ଆଲୋଚିତ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଶହୀଦ୍‌ନଗର ବିଷ୍ଣୁ ମନ୍ଦିରର
Read More...

ଡେଲାଙ୍ଗ ବ୍ଲକରେ ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାର ଛାତ୍ର ବିମଳପ୍ରଭା ପଟ୍ଟନାୟକ ସର୍ବୋଚ୍ଚ ୫୫୫ ନମ୍ବର ରଖି ଡେଲାଙ୍ଗ ବ୍ଲକରେ ଶୀର୍ଷ ସ୍ଥାନ ଅଧିକାର
Read More...

ପ୍ରାକ୍ତନ ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ବଲାଙ୍ଗିର, ବାଲେଶ୍ଵର, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସୁଚାରୁରୂପେ କାର୍ଯ୍ୟ କରି ସମସ୍ତଙ୍କର ଅତି ଆପଣାର ହୋଇ ସୁନାମ ଅର୍ଜନ କରିଥିବା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ବ୍ରାହ୍ମଣ
Read More...

ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମାଜରେ ପରସ୍ପରକୁ ସାହାଯ୍ୟ ସହଯୋଗ, ଶାନ୍ତି, ମୈତ୍ରୀ, ସୌହାର୍ଦ୍ଧ ବାଣ୍ଟିବା ପାଇଁ ବିଶିଷ୍ଠ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନବ ପ୍ରାୟସ ୨୦୧୩ ମସିହା ମେ' ୧୭ ତାରିଖରେ ଆରମ୍ଭ
Read More...

ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଅଜୟଙ୍କ ଏକାଦଶାହ କାର୍ଯ୍ୟକ୍ରମ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ଦିବଙ୍ଗତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ଅଜୟ ରାଉତରାୟଙ୍କ ଏକାଦଶାହ କାର୍ଯ୍ୟକ୍ରମ ଓ ସ୍ମୃତିଚାରଣ ସଭା ତାଙ୍କ ଗ୍ରାମ ସନ୍ନିକଟ ତଳ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ଭକ୍ତ ଦାସିଆ ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପର୍ବର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ପିପିଲି ବ୍ଲକ ଅର୍ନ୍ତଗତ ବାଲିଗାଁଠାରେ ଭକ୍ତ ଦାସିଆ ଆଂଚଳିକ କମିଟିର ସଦସ୍ୟମାନଙ୍କୁ ନେଇ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର
Read More...

ଭକ୍ତ ଦାସିଆ ପୀଠରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ଠାରେ ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ ତଥା କମ୍ୟୁନିଟି ହେଲ୍‍ଥ ସେଣ୍ଟର, ଲିଙ୍ଗିପୁର, ଭୁବନେଶ୍ୱର ଓ ଭକ୍ତ ଦାସିଆ ସ୍ମୃତି କମିଟି, ବାଲିଗାଁ, ପୁରୀ ଆନୁକୂଲ୍ୟରେ ଏକ ମାଗଣା
Read More...

ଫକୀରଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଲୋକାର୍ପଣ ଓ ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରାଥୀତଯଶା ଶିଶୁ ସାହିତ୍ୟିକ ତଥା ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଫକୀରଚରଣ ପାଢ଼ୀଙ୍କ ପୁସ୍ତକ "ମେଳର ବଳ' ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ସ୍ମୃତି ସଂଗ୍ରହାଳୟ ସତ୍ୟବାଦୀର ସୁଆଣ୍ଡୋ
Read More...