Browsing Tag

delanga news

ପୃଥିବୀ ଦିବସ – ୨୦୨୩ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଗାଂଳ ଗ୍ରାମଠାରେ ପୃଥିବୀ ଦିବସ-୨୦୨୩ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅପ ସୋସିଆଲ ଆକ୍ସନ ଆଣ୍ତ ରିସର୍ଚ, ପୁରୀ ଆୟୋଜନରେ ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାର,
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା, କୃଷି ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାଟି ମା'କୁ ପୂଜା କରୁଛି ଚାଷୀ । ଚାଷୀଙ୍କ ଶୁଭଦିନ ଅକ୍ଷୟ ତୃତୀୟା । ଶୁଭଦିନର ଶୁଭ ସମୟରେ ଆରମ୍ଭ କରେ ଧାନବୁଣା । ସୂଚନା ପ୍ରକାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡେଲାଙ୍ଗ ବ୍ଲକସ୍ତରୀୟ କୃଷକ
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସହିଦ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ସେନାର ଏକ ଗାଡି ଜଳିଯାଇଥିବା ବେଳେ ଏଥିରେ ଥିବା ୫ ଜଣ ଯବାନ ସହିଦ ହେବା ସହ ଜଣେ ଯବାନ ଗୁରୁତ୍ୱର ଆହତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ବୀର ଯବାନ ଦେବାଶିଷ
Read More...

ଆଜିର ଛାତ୍ରଛାତ୍ରୀ ଭାରତୀୟ ମହାନ୍ ସଂସ୍କୃତିରେ ଉଦ୍‌ବୁଦ୍ଧ ହେବା ବାଞ୍ଛନୀୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ବର୍ଷର ଦର୍ଶନ, ସଂସ୍କୃତି, ଐତିହ୍ୟ ପୃଥିବୀରେ ଅନନ୍ୟ । ଆଜିର ଛାତ୍ରଛାତ୍ରୀମାନେ ଆମ ସଂସ୍କୃତି ଓ ମୂଲ୍ୟବୋଧ ଆଧାରରେ ନୈତିକ ଏବଂ ଶୃଙ୍ଖଳିତ ଜୀବନ ଗଢିତୋଳିବାରେ ଅଭିଭାବକ ଓ ଗୁରୁଜନମାନେ ଚେଷ୍ଟା ଜାରି ରଖିଲେ ସର୍ବଦା ଆମ ସମାଜରେ ଶାନ୍ତ
Read More...

ଶ୍ରଦ୍ଧାଞ୍ଜଳି ସଭା ସହ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବରାଳ ବାଲୁଙ୍କେଶ୍ୱର ପୀଠ ପାର୍ଶ୍ୱରେ ସତ୍ୟଭାମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧତ୍ସୋବ ସହ ଶ୍ରଦ୍ଧାଞ୍ଜଳି ସଭା ଡ. କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଧୂପ ଦୀପ ଦେଇ ଉଦ୍‌ଘାଟନ କରିଥିଲେ ପାଲା
Read More...

ଜରାସିଂହାରେ ରାମଲୀଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ରାମଲୀଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଜରାସିଂହା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଭଜନ କଳା ମଣ୍ଡପରେ ୧୭ଦିନ ଧରି ହେଉଥିବା ନାଟକରେ ରବିବାର ରାବଣ ବଧ ସହ ପୁଷ୍ପା ଭିସେକ୍ କରାଗଲା ଓ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାକୁ
Read More...

ବିଶ୍ୱାସ ଓ ଭକ୍ତିମୟ ପରିବେଶରେ ସରିଲା ମା’ଙ୍କ ଦଣ୍ଡ ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ମେରୁ ଉତ୍ସବ ବା ମା'ଙ୍କ ଦଣ୍ଡଯାତ୍ରା । ଘୋରଡ଼ିଆର ମା' ଚର୍ଚ୍ଚିକା, ସୁଜନପୁର ଗ୍ରାମ ପଞ୍ଚାୟତର ମା' ମଙ୍ଗଳା, ମା' ଦୁଲାଦେଇ, ମା' ବିମଳା, ଠାକୁରାଣୀ ପୀଠରେ ଦେଖିବାକୁ ମିଳିଥିଲା ତତଲା
Read More...

ଭକ୍ତ ଦାସିଆ ପୀଠରେ ପବିତ୍ର ମହାବୀର ଜୟନ୍ତୀ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ବାଲିଗାଁଠାରେ ପବିତ୍ର ମହାବୀର ଜୟନ୍ତୀ ଉତ୍ସବରେ ପୀଠସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ପ୍ରତ୍ୟେକ ପାଖର ଦେବା ଦେବୀଙ୍କ ଦେବନୀତି, ନୂତନ ବସ୍ତ୍ର ପରିଧାନ, ନାମ ସଂକୀର୍ତ୍ତନ ସହିତ ମହାବୀର ଜୟନ୍ତୀ ଉପଲକ୍ଷେ
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରାଢ଼ୁଅ ଗ୍ରାମର ବାର୍ଷିୟାନ ଧର୍ମପରାୟଣ ମହିଳା ବଦନୀ ପଳେଇ(୮୨)ଙ୍କ ଗୁରୁବାର ଅପରାହ୍ନ ୧ ଘଟିକାରେ ପରଲୋକ ଘଟିଯାଇଛି । ତାଙ୍କର ଏହି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାରଛାୟା ଖେଳିଯାଇଛି
Read More...

ସତ୍ୟବାଦୀରେ ସାହିତ୍ୟ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ଶ୍ରୀଗୋପାଳ ଭବନରେ ଭାରତ ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସାରସ୍ବତ ସଭାରେ ସଭାପତିତ୍ୱ କରିଥିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଅନ୍ୟତମ ଅତିଥି ଭାବେ ମଂଚାସୀନ ହୋଇଥିଲେ ସତ୍ୟବାଦୀ ଦାଶ, ଡ. ବୃନ୍ଦାବନ ରଥ, ନବଘନ
Read More...