ପୋଷଣ ମାସ ପାଳନ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ସେକ୍ଟର ଅଙ୍ଗନୱାଡି ତରଫରୁ ଯୋରକଣି ପ୍ରାଥମିକ ବିଦ୍ୟାଳୟପରିସରରେ ଶୁକ୍ରବାର ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଗିଲ, ସମ୍ମାନିତ!-->…
Read More...
Read More...