ବିଦ୍ୟୁତ ଆଘାତ ଲାଗି ସ୍କୁଲ ଛାତ୍ରଙ୍କ ମୃତ୍ୟୁ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉ.ପି. ବିଦ୍ୟାଳୟ, ଘନିପୁରର ସପ୍ତମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ସାହୁ (୧୨)ଙ୍କ ଗତରାତି ୯. ୪୫ରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା!-->…
Read More...
Read More...