Browsing Tag

delanga news

ଡେଲାଙ୍ଗ ବ୍ଲକ୍‌ର ହାଇସ୍କୁଲ ମାନଙ୍କରେ କୋଭିଡ଼ ଗାଇଡ଼ ସଚେତନ କାର୍ଯ୍ୟକ୍ରମ

ଡେ଼ଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ୍‌ ବିଇଓଙ୍କ ତତ୍ୱାବଧାନରେ ସମଗ୍ର ଶିକ୍ଷା ଗାଇଡ଼ ଲାଇନ ଅନୁସାରେ ବିଦ୍ୟାଳୟ ମାନଙ୍କର ଦଶମ ଶ୍ରେଣୀ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ ଦିଆଯାଉଛି । ଛାତ୍ରଛାତ୍ରୀମାନଙ୍କର ମନୋବଳ ବଢ଼ାଇବା ସହିତ ଆତ୍ମବିଶ୍ୱାସ ସୃଷ୍ଟି…
Read More...

ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…

ଡେଲା‌ଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କର ମୁଖ୍ୟ ଦାବୀ ଥିଲା ସେମାନଙ୍କୁ ପୁନଃ ନିଯୁକ୍ତି କରିବା ସହ ପ୍ରତି ଉଚ୍ଚ…
Read More...

ଉଦ୍ୟୋଗିକ ବିକାଶ ତାଲିମ ଶିବିର : ବ୍ଲିସ୍‌ ଅଫ ଇଗ୍ନୋରାନ୍‌ସ ପୁସ୍ତକ ଉନ୍ମୋଚନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ୨ଟି ଉଦ୍ୟୋଗିକ ବିକାଶ କାର୍ୟ୍ୟକ୍ରମ ସୋଫିଟୋରିୟମ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍‌, ଖୋର୍ଦ୍ଧା ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର…
Read More...

ପାଳଗଦା ଓ ଗୁହାଳ ଘର ଜଳିଗଲା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମର ପବନୀ ଧାଉଡିଆଙ୍କ ଏକ ଗୁହାଳ ଘର ମଶା ଧୁଆଁବତୀରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ଗୁହାଳ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଦିନବେଳା ହୋଇଥିବାରୁ ଗ୍ରାବବାସୀଙ୍କ ଦ୍ୱାରା…
Read More...

ମା’ ଭଗବତୀ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ : ମହାନ ପୌରାଣିକ ନାଟକ ‘ଆସ ଦେଖିଯିବା ଧନୁ ଯାତରା’ ମଂଚସ୍ଥ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଂଚାୟତ ବାଲିହୁଙ୍କା ଗ୍ରାମର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠସ୍ଥଳୀରେ ଅଷ୍ଟପ୍ରହର ଓ ନାମଯଜ୍ଞ ମହାସମାରୋହ ବୁଧବାର ଅନୁଷ୍ଟିତ ହୋଇଯାଇଛି । ପୂଜକ ପଦ୍ମଚରଣ ଦାସ ଏହାର ମୁଖ୍ୟ ପୁରୋହିତ…
Read More...

ଡେଲାଙ୍ଗରେ ୮୧ ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ-୧୯ ଟୀକା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଭିଡ ଟୀକାକରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ଡେଲାଙ୍ଗ ବ୍ଲକ, ତହସିଲ, ଥାନା କର୍ମଚାରୀ ତଥା ଅଗ୍ନିଶମ ବାହିନୀ ଓ ମେଡିକାଲର ସମସ୍ତ କର୍ମଚାରୀଙ୍କୁ ମାଗଣା କୋଭିଡ ଭ୍ୟାକସିନ ଦିଆଯାଇଥିଲା…
Read More...

ବନ୍ୟା ଜନିତ ଫସଲ କ୍ଷୟକ୍ଷତି ସହାୟତା ରାଶି କେବେ ମିଳିବ ?

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଗତ ବର୍ଷ ଭୟାବହ କରୋନା ମହାମାରୀ ନଯାଉଣୁ ଅଗଷ୍ଟ ମାସର ପ୍ରଳୟଙ୍କରୀ ବନ୍ୟାରେ ଡେଲାଙ୍ଗ ଅଚଂଳରେ ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ ହେବା ସହ ବ୍ୟାପକ ଭାବେ ଧାନ, ପରିବା ଫସଲ କ୍ଷୟକ୍ଷତି ଘଟିଥିଲା । ଯାହାଫଳରେ ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେବା…
Read More...

ମା’ ଦୁଲ୍ଲାଦେଇଙ୍କ ପୀଠରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ମହାସମାରୋହରେ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ସୁଜନପୁର ଗ୍ରାମ ପଞ୍ଚାୟତର ଗୋଡ଼ିସାହି ଗ୍ରାମରେ ଆରାଧ୍ୟା ଦେବୀ ମା’ ଦୁଲ୍ଲାଦେଇଙ୍କ ପୀଠରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ମା’ ଦୁଲ୍ଲାଦେଇ କମିଟିର ସଭାପତି ସଂଜୟ କୁମାର ଶ୍ରୀଚନ୍ଦନ,…
Read More...

ଡିଏମ୍‌କେ.ସାଂସଦଙ୍କ ସରପଞ୍ଚଙ୍କୁ ସାବାସୀ : ଇଂଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଡେଲାଙ୍ଗ : ଆଜି ପୂର୍ବାହ୍ନ ୧୧ଟା ସମୟରେ ଜଣେ ଡିଏମ୍‌କେ(ତାମିଲନାଡ଼ୁ) ସାଂସଦ ଡ.ଏସ୍‌.ସେନ୍ଥିଲ କୁମାର(ଏମ୍‌ଡିଆର୍‌ଡି) ତାଙ୍କ ବ୍ୟକ୍ତିଗତ ସଚିବ ଆର୍‌.ଜେ.ବାବୁଙ୍କ ସହିତ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ାପୀଢ଼ ଗ୍ରାମରେ ପହଂଚି ମନରେଗା…
Read More...

୫ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଡେଲାଙ୍ଗ : ଉତ୍କଳ ଗୌରବଙ୍କ ଶ୍ରାଦ୍ଧ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ପୋରଡ଼ିଆ ନୋଡ଼ାଲ ହାଇସ୍କୁଲ ପରିସରରେ ମହାପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉକ୍ରଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ ଓ…
Read More...