Browsing Tag

delanga news

୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା ବରାହୀ (ଖଣ୍ଡୁଆଳ) ପିଠସ୍ଥଳୀ କଅଁଳପଡା ଠାରେ ଅନୁଷ୍ଟିତ ହୋଇଯାଇଛି ।
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀପୁରୁଷତମପୁର ପଚାଂୟତ ସେବକ ସାହି ପାଟଣା ଗ୍ରାମର ପଟନାୟକ (୬୪)ଙ୍କ ରବିବାର ପୂର୍ବାହ୍ନ ୧୧ଟା୩୦ରେ ପରଲୋକ ଘଟିଛି । ସେ ବହୁ ଦିନ ହେଲା ରୋଗ ଶଯ୍ୟାରେ ପଡିଥିଲେ । ତାଙ୍କର ଏହି ବିୟୋଗରେ ସମଗ୍ର ଅଚଂଳରେ ଶୋକର ଛାୟା
Read More...

ସାମ୍ବାଦିକ ଦିଲ୍ଲିପ କୁମାର ଧାଉଡିଆଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ସାମ୍ବାଦିକ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଆର୍ନ୍ତଜାତିକ କବିତା ଦିବସ ଓ ବିଶ୍ୱ ବନ ଦିବସ ଅବସରରେ ମାର୍ଚ୍ଚ୨୧ ରବିବାର ଅର୍କଶ୍ରୀ ଶିଳ୍ପି ବାଟିକା, କୋଣାର୍କ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭାସମ୍ମାନ ସମାରୋହ ଉତ୍ସବରେ କୋଣାର୍କ ଭାଷା ସାହିତ୍ୟ ଓ ଭାଷା ସଂସ୍କୃତି ପରିଷଦ,
Read More...

ବିବାହ ବେଦୀରେ ବୃକ୍ଷ ଦାନ କଲେ ହୃଷିକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପଟନପୁର ଗ୍ରାମରେ ଅନୁଷ୍ଠିତ ସୁଭଦ୍ରା ନାୟକ ଓ ଟିକିନା କରଙ୍କ ଶୁଭ ବିବାହ ଅବସରରେ ସର୍ବଦା ଚର୍ଚ୍ଚାରେ ରହୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣାର ଅଧ୍ୟକ୍ଷ ଆଇନଜୀବୀ ତଥା ପ୍ରକୃତିପ୍ରେମୀ ହୃଷିକେଶ ପାଢ଼ୀ
Read More...

ସ୍ୱଂୟ ସହାୟକ ଗୋଷ୍ଠୀ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କର ଦକ୍ଷତା ବିକାଶ ଓ ଆତ୍ମ ନିର୍ଭରଶୀଳ ଉଦ୍ୟଶରେ ନାବାର୍ଡ ସହାୟତାରେ ଏବଂ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଟାନ ଏକେଏସଏସ, କଣାସ ଆନ୍ୟୁକୁଲ୍ୟରେ ଡେଲାଙ୍ଗ-କୋଠବାଡ ଗ୍ରାମ ପଚାଂୟତ ସଭାଗୃହ ପରିସରରେ ଗୁରୁବାର ଏକ
Read More...

ଡେଲାଙ୍ଗ ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା : ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫଣି ବାତ୍ୟାରେ ଘରଭଙ୍ଗା ପ୍ରାପ୍ୟରୁ ବଂଚିତ ହିତାଧିକାରୀ ମାନଙ୍କୁ ପୂର୍ଣ୍ଣ ସହୟତା ରାଶି ପ୍ରଦାନ ନେଇ ଡେଲାଙ୍ଗ ବ୍ଲକର ୨୧ଟି ପଚାଂୟତର ଫଣି କ୍ଷୟକ୍ଷତି ହିତାଧିକାରୀ ମଚଂ ପକ୍ଷରୁ ଆଜି ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା ସମିତି ସଭ୍ୟ ଦୁର୍ଗା ଚରଣ
Read More...

ବଣିବକ୍ରେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଅନଷ୍ଠିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ପ୍ରସିଦ୍ଧ ବଣିବକ୍ରେଶ୍ୱର ମହାଦେବ ମନ୍ଦିର, କୁଆପଦା ପୀଠସ୍ଥଳୀରେ ବିଶ୍ୱ କଲ୍ୟାଣ ସହ ପରିବେଶକୁ ଶାନ୍ତ ସିଦ୍ଧ ଓ ମଧୁମେୟ କରିବା ଉଦେଶ୍ୟରେ ମହା ଶିବରାତ୍ର ଦିନ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଅନୁଷ୍ଟିତ
Read More...

ଡେଲାଙ୍ଗରେ କଂଗ୍ରେସର ପଦଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାହାତ୍ମା ଗାନ୍ଧୀଜୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସର ଶତବାର୍ଷିକ ପୂର୍ତ୍ତୀ ଅବସରରେ ଡେଲାଙ୍ଗ ବେରବୋଇ ଗାନ୍ଧୀ ସ୍ମୃତି ପୀଠଠାରୁ ଦାଣ୍ଡମକୁନ୍ଦପୁର ପର୍ୟ୍ୟନ୍ତ କଂଗ୍ରେସର ଏହି ଐତିହାସିକ ପଦଯାତ୍ରା ଜିଲ୍ଲା କଂଗ୍ରେସ ସଭାପତି ଅଜିତ
Read More...

ରାଧାମୋହନ ଦେବ ମଠରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନ ଦେବ ମଠ, ଘନିପୁର, ଘୋରଡିଆ ପୀଠସ୍ଥଳୀରେ ଗ୍ରାମବାସୀଙ୍କ ତରଫରୁ ବିଶ୍ୱ କଲ୍ୟାଣ ସହ ପରିବେଶକୁ ଶାନ୍ତ ସିଦ୍ଧ ଓ ମଧୁମେୟ କରିବା ଉଦେଶ୍ୟରେ ଶୁକ୍ରବାର ୭ମ ବାର୍ଷିକ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆଦ୍ୟବାସ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ‘ସ୍ୱଚ୍ଛତା ଓ ପରିବେଶ ସମ୍ମାନ’ ପ୍ରଦାନ

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ଐଶ୍ୱାନେଶ୍ୱର ମହାଦେବଙ୍କ ମହାଶିବରାତ୍ରି ଜାଗର ପାଳନ ଅବସରରେ ଅନୁଷ୍ଠିତ ପାଲା ପରିବେଷଣର ଗାୟକ ବିଜୟ କୁମାର ପରିଡା ଓ ସାଥୀଙ୍କୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ 'ସ୍ୱଚ୍ଛତା ଓ ପରିବେଶ
Read More...