Browsing Tag

delanga news

ନଭେମ୍ବର ୧୬ରେ ଡେଲାଙ୍ଗରେ ଜାତୀୟ ପ୍ରେସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ଡେଲାଙ୍ଗ ପ୍ରେସ କ୍ଲବ ଏବଂ ମେକ୍ ଇନ ଇଣ୍ଡିଆ ଆଣ୍ଡ୍‌ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ଆସନ୍ତା ୧୬ ତାରିଖରେ ଜାତୀୟ ପ୍ରେସ ଦିବସ ପାଳନ କରିବାକୁ ଯାଉଛି । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ବରିଷ୍ଠ
Read More...

ମାଣ୍ଡିଆ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ସମାଜସେବୀ ଗୀତାରାଣୀ ରଣଜିତ ଘୋରଡିଆ ସ୍ଥିତ ବାସଭବନରେ ମାଣ୍ଡିଆ ଦିବସ ପାଳନ କରିଛନ୍ତି । ସେ ନିଜ ହାତରେ ମାଣ୍ଡିଆ ତିଆରି ସ୍ଵାଦିଷ୍ଟ ଜାଉ ଓ ଚକୁଳି ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେଇଥିଲେ
Read More...

ମହାକାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସା ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆଜି ଚନ୍ଦ୍ରଗ୍ରହଣ ହେତୁ ରାତ୍ର ୩ଟାରୁ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ପ୍ରାଚୀନ ଓଡିଶାର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାୟୀ କଦଳୀ ପଟୁକା, କାଗଜ, ରଙ୍ଗିନ ଜରି ଓ ସୋଲ ନିର୍ମିତ (ବୋଇତ)
Read More...

କଂଟି-ମାଧିପୁର କାଜ ବନ୍ଧ ଓ ଲୁଣା ନଦୀରେ କ୍ରସ ବନ୍ଧ ନିର୍ମାଣ ଦାବୀ ନେଇ ଚାଷୀଙ୍କ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗତ ବନ୍ୟାରେ ଅଗଷ୍ଟ ମାସରେ ଦୟାନଦୀର କଂଟି ଓ ମାଧିପୁର କାଜ (କଜୱେ) ଦେଇ ନିଷ୍କାସିତ ବନ୍ୟାଜଳ ଯୋଗୁଁ ଲୁଣାନଦୀର ବାମ ପାର୍ଶ୍ଵରେ ଅବସ୍ଥିତ ମୁନିନ୍ଦା, ଧାନକେରା, ଅଭୟମୁଖୀ, ଗୁଆଳିପଡା, ଶ୍ରୀପୁରୁଷୋତ୍ତତ୍ତମପୁର ପଂଚାୟତର ବ୍ୟାପକ ଖରିଫ ଧାନ କ୍ଷେତ
Read More...

ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ସୋମବାର ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ଆଇନ ସହାୟତା, ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ପଞ୍ଚାୟତ ମୋ ପାଠାଗାର ପରିସରରେ ଶନିବାର ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନଙ୍କ ସହାୟତାରେ
Read More...

ଘୋରଡିଆରେ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ଉତ୍ସବ ଘୋରଡିଆ(ସାଉରିଆ) ଗ୍ରାମର ମହାବୀରଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦ମ ବାର୍ଷିକ
Read More...

ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୂଆପଦା ଗ୍ରାମର ପ୍ରସିଦ୍ଧ ଆରାଧ୍ୟ ଠାକୁର ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ପବିତ୍ର ଅଁଳା ନବମୀ ବୁଧବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ମଙ୍ଗଳ ଆଳତ ନୀତିକାନ୍ତି ହୋମ ପୂଜା
Read More...

ମହନ୍ତ ମହାରାଜ ବୈଦନାଥ ଦାଶଙ୍କ ୪୭ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ସର୍ବପୁରାତନ ମଠ ରାଧାମୋହନ ଦେବ ବିଜେଙ୍କର ସ୍ଵର୍ଗତ ମହନ୍ତ ମହାରାଜ ବୈଦନାଥ ଦାଶଙ୍କ ୪୭ତମ ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଠ ପରିସରରେ ଠାକୁରଙ୍କ ମଙ୍ଗଳ
Read More...

ପରିତ୍ୟକ୍ତ ଅବସ୍ଥାରେ ପଡିଛି ଷଣ୍ଢର ମୃତଦେହ : କାହାର ନିଘା ନାହିିଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜକୁ ତିନିଦିନ ତଳେ ତା ୩୧/୧୦/୨୦୨୨ ରିଖ ବୁଧବାର ସକାଳ ୯.୦୦ ଘଣ୍ଟା ସମୟରେ ଖୋର୍ଦ୍ଧା ରୋଡ ଡିଭିଜନ୍ ଅନ୍ତର୍ଗତ କଣାସ ରୋଡଠାରେ କଟକ-ପୁରୀ ପାସେଞ୍ଜ ଟ୍ରେନ୍ ଏକ ଷଣ୍ଢକୁ ଧକ୍କା ଦେବା ଫଳରେ ଷଣ୍ଢଟିର ମୃତ୍ୟୁ ଘଟିଥିଲା । ହେଲେ ଆଜକୁ ତିନିଦିନ ହେଲା
Read More...