Browsing Tag

debgarh news

ବଜ୍ରପାତରେ ଯୁବକ ମୃତ

ଦେବଗଡ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଉତ୍ତରପ୍ରଦେଶ ମିର୍ଜାପୁର ଅଞ୍ଚଳର ଦୀପ ଚାନ୍ଦ । ସୂଚନା ଅନୁସାରେ ଦୀପ ଚାନ୍ଦ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଓଟ ବୁଲାଇ ପେଟ ପ୍ରତିପୋଷଣ କରୁଥିବା ବେଳେ କିଛି
Read More...

ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର

ଦେବଗଡ଼ : ଦେବଗଡ଼ ଜିଲ୍ଲା ଭାଲୁମୁଣ୍ଡା ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରେଙ୍ଗାଳବାହାଳ
Read More...

ଘାଟୀ ତଳକୁ ଖସିଲା କାର, ଜଣେ ଆହତ

ଦେବଗଡ଼ : ଭାରସାମ୍ୟ ହରାଇ ଘାଟୀ ତଳକୁ ଖସିଲା କାର୍ । ମଙ୍ଗଳବାର ଭୋର ସମୟରେ ୫୩ ନମ୍ବର ଜାତୀୟ ରାଜପଥର ଦେବଗଡ଼-କୁଚିଣ୍ଡା ରାସ୍ତାରେ ଢୁଡିଖୋଳ-ବିଜାଡିହି ଗ୍ରାମ ମଧ୍ୟବର୍ତ୍ତୀ ଘାଟୀରେ ଏକ କାର୍ ଭାରସାମ୍ୟ ହରାଇ ଖସି ପଡ଼ିଛି । ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଆହତ
Read More...

କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିର ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦେବଗଡ଼ : ଆଜି ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ବର୍ବରତା ପ୍ରତିବାଦରେ ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଅନେକ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଦେବଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ତେଲିସୁଆଁ ଗ୍ରାମର ନିରନ୍ତର ମିଞ୍ଜ, ପିଣ୍ଟୁ ନାୟକ ଓ ସତ୍ୟ ନାୟକ ବାଇକ ଯୋଗେ ନିକଟସ୍ଥ ପାରପୋଷୀ ଗ୍ରାମକୁ ଯାଉଥିବା ବେଳେ ରକ୍ସା ଘାଟିରେ
Read More...

ଜଳପ୍ରପାତ ପାହାଡରୁ ଖସିପଡି ରାଜ୍ୟସ୍ତରୀୟ ଖେଳାଳି ଆହତ

ଦେବଗଡ : ଦେବଗଡ ସହର ଉପକଣ୍ଠ କୁରଡକୋଟ ଜଳପ୍ରପାତ ପାହାଡରୁ ଖସିପଡି ଆଜି ଜଣେ ରାଜ୍ୟସ୍ତରୀୟ ବାଳିକା ଖେଳାଳି ଆହତ ହୋଇଛନ୍ତି । ଆହତ ଖେଳାଳି ଜଣଙ୍କ ସ୍ଥାନୀୟ ତିନି ନମ୍ବର ୱାର୍ଡ ବଣିଆ ସାହିର ରଞ୍ଜିତ ବାରିକଙ୍କ ଝିଅ ଇଶା ବାରିକ (୧୭) ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଇଶା ଜଣେ
Read More...

କାଳବୈଶାଖୀରେ ଉଡିଲା ଛପର, ଭାଙ୍ଗିଲା ଗଛ

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ଘରର ଛପର ଉଡିଯିବା ସହ ଗଛ ଭାଙ୍ଗି ଯାଇଛି । ଦେବଗଡ ଜିଲ୍ଲାର ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ
Read More...

ବଜ୍ରାଘାତରେ ନାବାଳକର ମୃତ୍ୟୁ

ଦେବଗଡ : ଦେବଗଡ ଥାନା ବିଛଣାପୁର ଗାଁରେ ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଦନ୍ତାରିବାହାଳ ଗାଁର ଟଙ୍କଧର ରଣାଙ୍କ ପୁଅ ରମଣୀକାନ୍ତ ରଣା ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ରମଣୀ ଗାଁ ନିକଟ ଆମ୍ବତୋଟାରେ ସାଙ୍ଗସାଥୀଙ୍କ ସହ ଖେଳୁଥିଲେ ।
Read More...

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା

ଦେବଗଡ଼ : ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ପ୍ରାଣିଗ୍ରାହୀଙ୍କୁ ଦେବଗଡ ଆଦର୍ଶ ପୋଲିସ ଗିରଫ ଘଟଣାର ପ୍ରତିବାଦରେ ବିଜେପି ବନ୍ଦ ଡାକରା ଦେଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଚକଅଖ ବନ୍ଦ ରହିବ ଏଥିପାଇଁ ସକାଳୁ ବିଭିନ୍ନ ଛକରେ ପିକେଟିଂ ଆରମ୍ଭ
Read More...

ପୋଲ ତଳୁ ମିଳିଲା ଶହ ଶହ ଆଧାର, ପାନ୍ ଓ ଏଟିଏମ୍‌ କାର୍ଡ

ବଣାଇଁ, (ମଣ୍ଟୁ ନନ୍ଦ) : ଦେବଗଡ଼ ଜିଲ୍ଲା ଏବଂ ବଣାଇଁ ସୀମାର ଆମ୍ବ ଗାଁ ନିକଟରେ ଥିବା ଏକ ପୋଲ ତଳୁ ଶହଶହ ଆଧାର, ପାନ୍ ଓ ଏଟିଏମ୍‌ କାର୍ଡ ମିଳିଥିବା କୁହାଯାଇଛି । ଏହା ଗୋଗୁଆ ଗାଁର ପୋଷ୍ଟ ଅଫିସ୍ କର୍ମଚାରୀଙ୍କ ବେପରୁଆ ମନୋଭାବ ବୋଲି ମଧ୍ୟ ଅଭିଯୋଗ ହେଉଛି ।
Read More...