Browsing Tag

chitrakonda news

ବସ୍‌ ଧକ୍କାରେ ଜଣେ ଗୁରୁତର

ଚିତ୍ରକୋଣ୍ଡା : ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଲକ୍ଷ୍ମୀ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡ଼ା ଘାଟିରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
Read More...

ଡଙ୍ଗା ବୁଡ଼ି ଜଣେ ନିଖୋଜ

ଚିତ୍ରକୋଣ୍ଡା : ବାଲିମେଳା ଜଳ ଭଣ୍ଡାରକୁ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ି ଜଣେ ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ - ୩ ଗ୍ରାମର ୩ ଜଣ ମାଛ ଧରିବାକୁ ବାଲିମେଳା ଜଳ ଭଣ୍ଡାରକୁ ଯାଇଥିଲେ । ମଝି ନଦୀରେ ପବନ ଓ ବର୍ଷା ପ୍ରବଳ ବେଗରେ ହେବା
Read More...

ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ମାଲକାନଗିରି/ଚିତ୍ରକୋଣ୍ଡା : ଖାଲରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଢେପ ସାହିର ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ
Read More...

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର କଲା ଚିତ୍ରକୋଣ୍ଡା ପୋଲିସ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଥିତ କାଙ୍କରାଇପଡା ଓ ଗୁଣ୍ଠାୱାଡା ମୁଖ୍ୟ ରାସ୍ତାରେ ଜଣେ ଅଚିହ୍ନା ମହିଳାଙ୍କ ମୃତଶରୀର ପୁଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ କୌଣସି ପରିଚୟ ଜଣାପଡ଼ିନଥିବା ବେଳେ, ତାଙ୍କର ଗଳାକଟା ଯାଇ ହତ୍ୟା କରାଯାଇଥିବାର ସନ୍ଦେହ
Read More...

କଟାଗଲା ୪୫,୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ, ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି
Read More...

ଚିତ୍ରକୋଣ୍ଡାରେ ଲାଗିଲା ମାଓ ପୋଷ୍ଟର

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର । ଚିତ୍ରକୋଣ୍ଡା ଟନେଲକ୍ୟାମ୍ପରୁ ଡାଇକ୍ - ୦୧ର ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଧମକପୂର୍ଣ୍ଣ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଦଣ୍ଡକାରଣ୍ୟ ଡିଭିଜନ୍‌ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସର ମାତ୍ରାଧିକ
Read More...

ମାଓବାଦୀ ଭୟରେ ଗାଁ ଛାଡ଼ିଦେଲେ ୮୫ ପରିବାର

ଚିତ୍ରକୋଣ୍ଡା : ପୁଣି ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ସ୍ୱାଭିମାନ ଅଞ୍ଚଳର ୮୫ ପରିବାର । ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅଵସ୍ଥାପନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ
Read More...

ଯବାନଙ୍କ ‌ଦ୍ୱାରା ମାଟି ତଳୁ ମାଓ ସାମଗ୍ରୀ ଜବତ

ଚିତ୍ରକୋଣ୍ଡ : ମାଟି ତଳୁ ଗଚ୍ଛିତ ମାଓ ସାମଗ୍ରୀ ଜବତ କରିବାରେ ଯବାନଙ୍କୁ ମିଳିଛି ସଫଳତା । ଚିତ୍ରକୋଣ୍ଡ ବ୍ଲକ ସ୍ୱାଭିମାନ ଅଂଚଳର ଗୁରାସେତୁ, ମୁକୁଡିପାଲି, ବେଜିଂ ଅଂଚଳରେ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ଯବାନଙ୍କ ‌ଦ୍ୱାରା ଜବତ ହୋଇଛି । ସୂଚନା ଅନୁସାରେ ଗୋଟିଏ
Read More...