Browsing Tag

binika news

୪.୭୫ କେଜି ଗଞ୍ଜେଇ ଜବତ : ୩ ଅଭିଯୁକ୍ତ ଗିରଫ

ବିନିକା : ବିନିକା – ସୋନପୁର ରାସ୍ତାର ଫୁଲମୁଠି ଛକରେ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତମାନେ ହେଲେ ବାଉଁଶୁଣି ଥାନା ସାହୁପଡାର ଭାସ୍କର ନାଏକ, ରାଜା ନାଏକ ଏବଂ ଗୁଡାପଡାର ସୁବ୍ରତ ରାଜହଂସ । ସୁଚନା ଅନୁଯାୟୀ, ଅଭିଯୁକ୍ତମାନେ ୨ ଟି ବାଇକ ଯୋଗେ
Read More...

ବାଇକ ଧକ୍କାରେ ବୃଦ୍ଧ ମୃତ : ବାଇକ ଚାଳକ ଗୁରୁତର

ବିନିକା : ବିନିକା-ରାମପୁର ମୁଖ୍ୟ ରାସ୍ତା ସିଂହିଜୁବା ଠାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକ ଜଣକ ହେଲେ ସିଂଘିଯୁବା ଗ୍ରାମର ଜବଦୁ ସାହୁ । ବିନିକା ଥାନା ସିଂଘିଯୁବା ଗ୍ରାମର ଜବଦୁ ନିକଟ ଗ୍ରାମରୁ ଗଙ୍ଗା ଭୋଜି ଖାଇ ନିଜ ଗ୍ରାମକୁ ଫେରୁଥିଲେ ।
Read More...

ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ ହେଲା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ

ବିନିକା, (କେପିଏନ୍‌ଏସ୍‌) : କ୍ରୀଡା ଭିତ୍ତିଭୂମିର ବିକାଶ ସହିତ ଖେଳାଳୀମାନେ ଯେପରି ନିଜର ଦକ୍ଷତା ପ୍ରତିପାଦନ କରି ଉନ୍ନତମାନର ଖେଳ ପ୍ରଦର୍ଶନ କରି ବିଶ୍ୱସ୍ତରରେ ନାମ ରଖିବେ ସେହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଐତିହାସିକ ତାରାପୁରଗଡ ଠାରେ
Read More...

ବିନିକାକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବଡିଭିଜନ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନରେ ସମସ୍ତ ଦୋକାନ, ବଜାର, ଅଖ, ଚକ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଓ ସମସ୍ତ କାର୍ଯ୍ୟାଳୟ
Read More...

ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

ବିନିକା : ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ । ସୋନପୁର ଜିଲ୍ଲା ବିନିକା ଥାନା ରହିଲା ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନୀ ଅନୁଯାୟୀ ମୃତ ମହିଳାଙ୍କ ନାମ ବସନ ନାଇକ (୬୫) ବୋଲି ଜଣାପଡିଛି । ତେବେ ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକାକୁଳ ପରିବେଶ
Read More...

ବିଦ୍ୟୁତ କର୍ମଚାରୀଙ୍କ ବନ୍ଧୁ ମିଳନ

ବିନିକା, (କେପିଏନ୍‌ଏସ୍‌) : ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସୋନପୁର ଶାଖା ତରଫରୁ ନିକଟସ୍ଥ ନନ୍ଦନମାଲ ପମ୍ପ ହାଉସଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲଳିତ ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଣୟ ନାୟକ, ଉପସଭାପତି ପବିତ୍ର ଖୁଣ୍ଟିଆ, ଯୁଗ୍ମ
Read More...

କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ରାସ୍ତାରୋକ

ବିନିକା, (କେପିଏନ୍‌ଏସ୍‌) : କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୋନପୁର-ବିନିକା ମୁଖ୍ୟରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ କପିଳେଶ୍ୱର ମନ୍ଦିରରୁ ଦୁର୍ବୃତ୍ତ ମାନେ ୩ଟି ଦାନବାକ୍ସ ଚୋରି କରି ନେଇଥିଲେ
Read More...

ଦେଶୀ ମଦ ଜବତ : ୧ ଗିରଫ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପକଣ୍ଠବର୍ତ୍ତୀ ମହାନଦୀ ବ୍ରିଜ ଉପରୁ ଉଲୁଣ୍ଡା ପଟରୁ ଜଣେ ବ୍ୟକ୍ତି ବାଇକ ଯୋଗେ ମଦ ନେଇ ଆସୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବିନିକା ଅବକାରୀ ବିଭାଗ ଚଢ଼ଉ କରି ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ବାଇକ ଓ ମଦ ଜବତ କରିବା ସହ ତାଙ୍କୁ ଗିରଫ
Read More...

ବିନିକାରେ କୋଶଳ ମହାବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମର୍ଥନ

ବିନିକା : ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ନେଇ କୋଶଳ ସେନା ଓ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଦିଆଯାଇଥିବା କୋଶଳାଞ୍ଚଳରେ ମହାବନ୍ଦ ଡାକରାକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବିପୁଳ ଜନ ସମର୍ଥନ ମିଳିଛି । ଏହି ୧୨ ଘଣ୍ଟିଆ ମହାବନ୍ଦକୁ ସବୁଠି ବିପୁଳ ସମର୍ଥନ ମିଳିଥିବା
Read More...

ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅରିଗାଁ ରାସ୍ତା କଡରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବିନିକା ଥାନା ବିନିକା- ଅରିଗାଁ ମୁଖ୍ୟ
Read More...