ରୋଷେୟାକୁ କଟୁରିରେ ହାଣିଲା ମାଲିକ
ଭୁବନେଶ୍ୱର : ରୋଷେୟାକୁ କଟୁରିରେ ହାଣି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ହୋଟେଲ୍ ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ସୁଶାନ୍ତ ପାତାଳସିଂହ (୪୨) ଘର ପୁରୀ ଜିଲ୍ଲା ଡେଲାଙ୍ଗ । ସେ କଳିଙ୍ଗନଗର କେ -୪ରେ ରହୁଥିଲେ । ସୂଚନା ଅନୁଯାୟୀ, ସୁଶାନ୍ତ ଘାଟିକିଆ ଆଇଜିକେସି!-->…
Read More...
Read More...