Browsing Tag

bhubaneswar news

ପ୍ରବାସୀ ଓଡ଼ିଆ ବିକାଶ ସମିତିର କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରବାସୀ ଓଡ଼ିଆ ବିକାଶ ସମିତିର ସାଧାରଣ ପରିଷଦ ଏବଂ ପରେ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଓଡ଼ିଆ ବିକାଶ ସମିତି ଏକ ରାଷ୍ଟ୍ରବାଦୀ ସ୍ୱଂୟସେବୀ ସଂଗଠନ, ଦିଲ୍ଲୀରେ ଏହାର ମୁଖ୍ୟ କାର୍ଯ୍ୟାଳୟ, କିନ୍ତୁ ସର୍ବଭାରତୀୟ ଏବଂ
Read More...

ଜାନୁୟାରୀ ୧୯ରୁ ୨୧ ପର୍ଯ୍ୟନ୍ତ ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାନୁୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ । କୋଭିଡ଼୍‌ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କ ଖଣ୍ଡପୀଠ ସମେତ ଲୋକାୟୁକ୍ତ କାର୍ଯ୍ୟାଳୟ ଉପରୋକ୍ତ ତିନି ଦିନ ସାମୟିକ ଭାବେ ବନ୍ଦ
Read More...

ରାଜ୍ୟରେ ଆଜି ୧୩ ହଜାର ୩୫୬ଟି ନାମାଙ୍କନ ପତ୍ର ଦାଖଲ୍‌ ହେଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧୩ ହଜାର ୩୫୬ଟି ନାମାଙ୍କନ ପତ୍ର ଦାଖଲ୍‌ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି । ତେବେ ୱାର୍ଡ ମେମ୍ବର ପଦବୀ ପାଇଁ ୧୦ ହଜାର ୭୩୪ଟି, ସରପଞ୍ଚ ପଦବୀରେ ୧ ହଜାର ୫୪୬ଟି, ସମିତି
Read More...

ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ ଗତ ଦୁଇଦିନ ମଧ୍ୟରେ ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସିଭ୍‌ଲ କୋର୍ଟରେ କରୋନା । ଗତ ଦୁଇ ଦିନ ମଧ୍ୟରେ ୧୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବିଏମ୍‌ସି ପକ୍ଷରୁ କୋର୍ଟ ପରିସରକୁ ବିଶୋଧନ କରାଯାଇଥିବା ନେଇ ସୂଚନା ମିଳିଛି । ୧୮ ଏବଂ ୧୯ ତାରିଖ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି
Read More...

ଏଟିଏମ୍‌ ଲୁଟ୍‌ ବେଳେ କାବୁ କଲା ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଟିଏମ୍‌ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଦୁଇ ଅଭିଯୁକ୍ତ ଧରାପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଶିରିପୁର ଛକ ନିକଟରେ ଥିବା ଏଟିଏମ୍‌ ମେସିନ୍‌ରୁ ପଇସା କାଢିବା ପାଇଁ ଗ୍ୟାସ କଟରରେ ଏଟିଏମ୍‌କୁ କାଟୁଥିବା
Read More...

ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ

ମୁକ୍ତ, ଅବାଧ ନିରପେକ୍ଷ ଏବଂ କୋଭିଡ଼୍‌ଯୁକ୍ତ ନିର୍ବାଚନ ପରିଚାଳନା ଉପରେ କମିଶନର ଗୁରୁତ୍ୱ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ମାଚନ ୨୦୨୨ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲା ଲାଗି ନିଯୁକ୍ତ ନିର୍ବାଚନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ, କେନ୍ଦ୍ରାପଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୧ ହଜାର ୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୬୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦୯୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୩୧ ଜଣ
Read More...

ଜମିବାଡି କଳହକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠରେ ବୋମା ମାଡ଼

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜମିବାଡି କଳହକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଲିଅନ୍ତା ଥାନା ଅନ୍ତର୍ଗତ ସରକଣାରେ ଜମିବାଡି ବିକ୍ରି ବାବଦରେ ମିଳିଥିବା କମିଶନ୍‌ ଟଙ୍କାକୁ ନେଇ କଳହ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତମାନେ ବୋମା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ଜଣେ ରହିଛନ୍ତି । ଏନେଇ
Read More...