କୂଅ ଭିତରେ ପଡିଯାଇ ମହିଳାଙ୍କ ମୃତ୍ୟୁ
ଭୁବନେଶ୍ୱର, (ସୁଶାନ୍ତ କୁମାର ସାହୁ) : ଭୁବନେଶ୍ୱର ଶ୍ରୀରାମନଗରରେ କୂଅ ଭତରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଞ୍ଚି ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତ ମହିଳା ଜଣକ ସେଠାରେ ଭଡା ଘରେ ରହୁଥିଲେ । କେଉଁ କାରଣରୁ ସେ!-->…
Read More...
Read More...