Browsing Tag

bhubaneswar news

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ
Read More...

ଭିଜିଲାନ୍ସ ଜାଲରେ ପଡିଲେ ସେକ୍ସନ ଅଫିସର

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୧୦ ହଜାର ଟଙ୍କା ଲାଞ୍ଚ ନେଇ ମହାବିଦ୍ୟାଳୟର ଜଣେ ସେକ୍ସନ ଅଫିସର ଗିରଫ ହୋଇଥିବା ଖବର ମିଳିଛି । ଭଦ୍ରକ ଜିଲ୍ଲା ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର ପ୍ରଭାତ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି ।
Read More...

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଓଡ଼ିଶାର ମାନ୍ୟବର ବାଚସ୍ପତି ରାଜଧାନୀ ଶିଳାନ୍ୟାସରେ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ
Read More...

ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ୧୪ ଏପ୍ରିଲ ୨୦୨୨ ସକାଳ ୮ଟାରେ ଭୁବନେଶ୍ୱର ଏଜି ଛକସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ ସଭା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ
Read More...

ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

• ସମ୍ମିଳନୀରେ ଅଧ୍ୟକ୍ଷତା କଲେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ• ପୋଷଣରେ ସୁଧାର ପାଇଁ ବିଭିନ୍ନ ପିଢ଼ିରେ ସମୟୋପଯୋଗୀ ହସ୍ତକ୍ଷେପର ଆବଶ୍ୟକତା ରହିଛି : ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ• ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରିବା ଲାଗି
Read More...

ବିପୁଳ ପରିମାଣର କୋକେନ୍ ଜବତ : ୨ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଜାଭିୟର ଛକରୁ ସ୍ପେସାଲ ଟାସ୍କ ଫୋର୍ସ ଦ୍ୱାରା ୨୦୨ ଗ୍ରାମ କୋକେନ୍‌ ଜବତ କରି ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତ ରାଜସ୍ଥାନର ନାଉରଙ୍ଗପୁରାର ରବି ଏବଂ କ୍ରିଷ୍ଣାପୁରାର ଶନି କୁମାର ବୋଲି ଜଣାପଡିଛି ।
Read More...

ଏକ ବର୍ଷର ଅଣ୍ଡିରା ବାଘୁଣୀ ଶାବକ ‘ବିବେକ’ର ମୃତ୍ୟୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏକ ବର୍ଷର ଅଣ୍ଡିରା ବାଘୁଣୀ ଶାବକ 'ବିବେକ'ର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର(ଖ) ଖୁଆଡ଼ରେ ରହୁଥିବା ନାଲି ବାଘୁଣୀ 'ମେଘା'ର ଗର୍ଭରୁ ଜନ୍ମିତ ଶାବକ ବିବେକର ମୃତ୍ୟୁ ଘଟିଥିବା ବେଳେ ଏହି ଅଣ୍ଡିରା
Read More...

ଏମ୍‌ସ ଓଡିପି ବନ୍ଦ ରହିବ ଦୁଇଦିନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୧୪ ଏବଂ ୧୫ ତାରିଖ ଏମ୍‌ସ ଓପିଡି ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ମହାବୀର ଜୟନ୍ତୀ, ଗୁଡ୍‌ ଫ୍ରାଇଡେ ଯୋଗୁଁ ଓପିଡି ସେବା ବନ୍ଦ ରହିବ ବୋଲି ଗତକାଲି ଏମ୍‌ସ ପକ୍ଷରୁ କୁହାଯାଇଛି । ଏହି ସମୟରେ ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।
Read More...

କୋଭିଡ୍ ପରବର୍ତ୍ତି ଅବସ୍ଥାରେ ପିଲାଙ୍କ ପାଠପଢା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରବର୍ତ୍ତି ଅବସ୍ଥାରେ ପିଲାଙ୍କ ପାଠପଢା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲ ପରିସରକୁ ନିୟମିତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ତଥା ଶାରୀରିକ ଦୂରତ୍ବ ରକ୍ଷା କରିବା ପାଇଁ ମଧ୍ୟ ଯଥା ସମ୍ଭବ ପଦକ୍ଷେପ
Read More...