Browsing Tag

bhubaneswar news

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ
Read More...

ଭୁବନେଶ୍ୱରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଆଞ୍ଚଳିକ ସମ୍ମିଳନୀ

• ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅଂଶଗ୍ରହଣ କରିବେ • ମହିଳା ଓ ଶିଶୁମାନଙ୍କର ପୋଷଣ ସମସ୍ୟା ନିରାକରଣ ସହ ସେମାନଙ୍କର ବିକାଶ, ସଶକ୍ତିକରଣ ଏବଂ ସୁରକ୍ଷା ପାଇଁ ରଣନୈତିକ ହସ୍ତକ୍ଷେପ ଉପରେ ଆଞ୍ଚଳିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ଓ ଅଂଶୀଦାରମାନଙ୍କ ସହିତ ସମନ୍ୱୟ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ
Read More...

ମାତିଛନ୍ତି ସାଇବର ଠକ : ଟଙ୍କା ଫେରସ୍ତ କରିବୁ କହି ନେଇଗଲେ ୨ଲକ୍ଷ ଟଙ୍କା

ଭୁବନେଶ୍ୱର : ପୁଣି ସମ୍ନାକୁ ଆସିଲା ସାଇବର ଠକେଇ ଘଟଣା । ଟଙ୍କା ଫେରସ୍ତ ଆଳରେ ଜଣେ ଗ୍ରାହକଙ୍କଠାରୁ ୨ଲକ୍ଷ ଲୁଟି ନେଇଛନ୍ତି ସାଇବର୍‌ ଠକ । ଠକେଇର ଶିକାର ହୋଇଥିବା ହର୍ଷବର୍ଦ୍ଧନ ମାରିପୁଡ଼ି ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଗତ
Read More...

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷାଗୁଡ଼ିକ ସକାଳୁଆ କରିବାକୁ ଦାବୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଗୁଡ଼ିକ ପ୍ରଥମେ ପୂର୍ବାହ୍ନ ଦଶଟାରୁ କରିବା ପାଇଁ ସ୍ଥିର କରାଯାଇଥିଲା ଓ ଆଶ୍ଚର୍ଯ୍ୟର ବିଷୟ, ପରେ ପୁଣି ମଧ୍ୟାହ୍ନ ଦୁଇଟାରେ କରିବା ପାଇଁ ହଠାତ୍ ନିଷ୍ପତ୍ତି ନିଆଯାଇଛି ।
Read More...

ସୁସ୍ଥ ଓଡ଼ିଶା ଅଭିଯାନ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ଅଭିଯାନ ସ୍ୱରୂପ ନବ ନିର୍ମିତ କେନ୍ଦୁଝର ଓ ସୁନ୍ଦରଗଡ ମେଡିକାଲ କଲେଜରେ ବିଶେଷଜ୍ଞଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମେଡିକାଲ କଲେଜରେ ମେଡିସିନ, ଆନାଟୋମି, ଫାର୍ମାକୋଲୋଜି, ସର୍ଜରୀ, ଅସ୍ଥିଶଲ୍ୟ, ସ୍ତ୍ରୀ ଓ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ଜିଲ୍ଲା ପାଇଁ ଆଜି ହେଉଛି ଏକ ଐତିହାସିକ ଦିବସ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
Read More...

୧୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଧିନ କେଦାରପଲ୍ଲୀ ବସ୍ତିରୁ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ । ସୂଚନା ଅଦୁସାରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ଟିମ୍ ଏହାକୁ ଜବତ କରିଛି । ଜବତ ହୋଇଥିବା
Read More...

ବିଭତ୍ସ ହତ୍ୟାକାଣ୍ଡ : ୧ ମୃତ, ୧ ଗୁରୁତର

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ଲୋୟର ପିଏମଜି ଠାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । କ୍ଷତବିକ୍ଷତ ଅବସ୍ଥାରେ ସ୍ଵାମୀଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,
Read More...

୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଓଡିଶା ସମେତ ୨୪ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ । ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରି ତଥା ପ୍ରଦର୍ଶିତ ହୋଇଥିଲା । ୧୦ଦିନ ଧରି ଚାଲିଥିବା ଏହି
Read More...