ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବ୍ୟବହାରକୁ ବାଧ୍ୟତାମୂଳକ
ଭୁବନେଶ୍ୱର, (କେପିଏନ୍ଏସ୍) : ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବିନା କୌଣସି ଗାଡି ରାସ୍ତାରେ ଗଡି ପାରିବ ନାହିଁ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍ ରହିଥିବା ବେଳେ ପୁରୁଣା ଗାଡି ଗୁଡିକରେ ଏଭଳି ପ୍ଲେଟ୍ ନାହିଁ । ପୁରୁଣା ଗାଡିରେ ହାଇ!-->…
Read More...
Read More...