Browsing Tag

bhubaneswar news

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭ ଜଣ…
Read More...

ସ୍ୱାଧୀନତାର ଆନ୍ଦୋଳନର ପବିତ୍ର ମାଟି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୟପୁର ବ୍ଲକ ଡୋଙ୍ଗରିଞ୍ଚି ପଞ୍ଚାୟତରେ ସମ୍ମାନନୀୟା "ପଦ୍ମଶ୍ରୀ" କମଳା ପୂଜାରୀ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦୟ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସ୍ୱାଧୀନତାର ଆନ୍ଦୋଳନର ପବିତ୍ର ମାଟି କୋରାପୁଟ ଜିଲ୍ଲାର…
Read More...

ବାଲେଶ୍ୱର ଜିଲ୍ଲା ସୋର ଓ ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ସୋର ଓ ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତକାଲି ଅହିଂସାପରଥ ପରିକ୍ରମା କରିଛି । ସ୍ୱାଗତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ସଦସ୍ୟଙ୍କ ସମେତ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଜନତା ସମବେତ ହୋଇଥିଲେ । ଏନେଇ ରାଜ୍ୟ…
Read More...

୩୦ ଦିନରେ ରାଜ୍ୟର ୨୧ଟି ଜିଲ୍ଲା ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧିଜୀଙ୍କ ବାର୍ତ୍ତାର ପ୍ରସାର ପାଇଁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୁଭାରମ୍ଭ ହୋଇଥିବା 'ଅହିଂସା ରଥ' ୩୦ ଦିନରେ ରାଜ୍ୟର ୨୧ଟି ଜିଲ୍ଲା ପରିକ୍ରମା କରିଛି । 'ସତ୍ୟ', 'ଅହିଂସା' ଓ 'ଶାନ୍ତି' ପ୍ରତିଷ୍ଠା ଲକ୍ଷ୍ୟରେ ଏହି ରଥ ସାରା…
Read More...

ବାରିକ ଘରକୁ ଅତିଥି ହୋଇ ଆସିଲେ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ଅପରାହ୍ନ ପ୍ରାୟ ୫.୩୦ ସମୟରେ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ଅଞ୍ଚଳକୁ ଅଚାନକ ଗ୍ରସ୍ତ କରିଥିଲେ । ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର…
Read More...

ତେନ୍ତୁଳୀଗୁମ୍ମାଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ଶହୀଦ ପୀଠ ବୈପାରିଗୁଡ଼ାର ତେନ୍ତୁଳୀଗୁମ୍ମାଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଲକ୍ଷ୍ୟ ହାସଲ ନିମନ୍ତେ ଗତକାଲି RDOdish ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଏକ ବୈଠକରେ ସମୀକ୍ଷା କରିଥିଲେ । ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଧାରିତ ସମୟରେ…
Read More...

୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟ ପରିକ୍ରମା କରୁଛି ଅହିଂସା ରଥ । ଅଗଷ୍ଟ ୧୫ରୁ ଯାତ୍ରା ଆରମ୍ଭ କରିଥିବା ୪ଗୋଟି ରଥ ୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପ୍ରଚାର କରିଛି ଅହିଂସାର ବାର୍ତ୍ତା । ହଜାର ଛାତ୍ରଛାତ୍ରୀ, ମିଶନ ଶକ୍ତି ସଦସ୍ୟ…
Read More...

ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ପକ୍ଷରୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର ହୋଇଛି । ରାୟଗଡ ଜିଲ୍ଲାରେ ଓଟିଭିର ରିପୋର୍ଟର ଭାବରେ କାର୍ଯ୍ୟରତ ଥିବା ସ୍ୱର୍ଗତ…
Read More...

ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମମାଟିରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମମାଟିରେ ଗତକାଲି ଅହିଂସା ରଥ ପରିକ୍ରମା କରି ପୁନଃ ସ୍ମୃତିଚାରଣ କରିଛି ବଳିଦାନର ଗାଥା । କୋରାପୁଟ ଜିଲ୍ଲାରେ ଅହିଂସା ରଥ ପରିକ୍ରମା ଆରମ୍ଭ କରିଛି । ବୈପାରୀଗୁଡା ବ୍ଲକର ଐତିହାସିକ ତେନ୍ତୁଲିଗୁମାରେ…
Read More...