Browsing Tag

bargarh news

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ରାଷ୍ଟ୍ରବାଦୀ ଯୁବନେତା କିଶୋର ବିଭାରଙ୍କ ନେତୃତ୍ୱରେ ବିଜେପି ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ (କୁନା ଦାଦା)ଙ୍କ ସହ ବରଗଡ଼ ଲୋକସଭା ସଂସଦୀୟ କ୍ଷେତ୍ରରେ ଆସୁଥିବା ବରଗଡ଼ ବିଧାନସଭା, ଅତାବିରା ବିଧାନସଭା, ଭଟଲି ବିଧାନସଭା ତଥା ବିଜେପୁର
Read More...

ଅତାବିରାରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଅତାବିରା ଏନ୍‌ଏସି ଅଗ୍ରସେନ ଭବନ ପାଖରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅତାବିରା ଏନ୍‌ଏସି ନଗର ସଭାପତି ସୁରେନ୍ଦ୍ର ସ୍ୱାଇଁଙ୍କ
Read More...

ବରଗଡ଼ ମାଟିରେ କୋସଲି ଭାଷା ଆନ୍ଦୋଳନର ପ୍ରଥମ ପାହାଚ

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ସଂଧ୍ୟା ୬.୩୦ରେ ବରଗଡ଼ କୋସଲି ଭାଷା ସାହିତ୍ୟ ପରିଷଦର ପ୍ରଥମ ଅଧିବେଶନ ଅନ୍‌ଲାଇନ୍‌ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ଗୀତିକାର ଶରତଚନ୍ଦ୍ର ପାଢୀ ସଭାପତିତ୍ୱ କରିଥିବା ବେଳେ ପ୍ରାରମ୍ଭିକ ସଭା ଓ ପରିଷଦର ମୂଳ ଉଦ୍ଦେଶ୍ୟ
Read More...

ଡ୍ୟୁଟି କରୁଥିବା ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍

ବରଗଡ଼ : ଟ୍ରକ୍ ଧକ୍କାରେ ଚାଲିଗଲା ତିନିଜଣଙ୍କ ଜୀବନ । ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍ । ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ
Read More...

ବିଜେପୁର ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଥ୍‌ ବିଜୟ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନ ଉପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପୁର ସ୍ଥିତ ଜମିଦାରଙ୍କ ବାସଭବନ ପରିସରରେ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ତାଲପଦରରୁ ପଡା ଛକ ଦେଇ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବିଜେପୁର ସହର ପରିକ୍ରମା
Read More...

ଅତାବିରା ଏନ୍‌ଏସି ସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ଏନ୍‌ଏସି ସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଅଗ୍ରସେନ ଭବନ ସାମ୍ନାରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ସ୍ଥାନୀୟ ଅତାବିରା ବିଧାୟକ ପ୍ରାର୍ଥୀ ନିହାର
Read More...

ଭାଜପା ମହାସମାବେଶରେ ଯୋଗଦେଲେ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅତାବିରା ବ୍ଲକ ଲରାସରା ଗ୍ରାମ ପଞ୍ଚାୟତର କର୍ମୀଟିକ୍ରାରେ ମଙ୍ଗଳବାର ଅନୁଷ୍ଠିତ ମହାସମାବେଶରେ ଭାଜପା ଦେଖାଇଛି ଏକତା । ଦୀପକ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଏକତା ସମାବେଶରେ ବରଗଡ଼ ଲୋକସଭା ପ୍ରାର୍ଥୀ
Read More...

ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସାମ୍ୱାଦିକ ସମ୍ମିଳନୀ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଏକ ହୋଟେଲରେ ବରଗଡ଼ ଜିଲ୍ଲାର ସାମ୍ୱାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା, ଲୋକଙ୍କ ବିସ୍ଥାପନ, ସ୍ଥାନୀୟ ନିଯୁକ୍ତି ପ୍ରତି ଦୃଷ୍ଟି ଦେବେ । ସେହିପରି ବରଗଡ଼ ଜିଲ୍ଲାରେ ୩୧୦୦ ଟଙ୍କା ଧାନ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛାତ୍ର ମୃତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସହେଲା ବ୍ଲକ୍‌ କୁଚିପାଲି ଗ୍ରାମରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ସୂଚନା କ୍ରମେ ବିଜେପୁରପଡା ନିବାସୀ ନବୀନ ମେହେର ଆଜି ସକାଳ ୧୦ଟା ସମୟରେ ନିଜର ପୁଅ ସମୀର
Read More...

କୋଶଲ ରାଜ୍ୟ ଦାବିରେ ମହାବନ୍ଦ ପାଳନକାରୀଙ୍କ ନାମରେ ହେଲା ମାମଲା ରୁଜୁ : ବେଲ୍‌ରେ ମୁକୁଳିଲେ କୋଶଲ ସଂଗ୍ରାମୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ଠାରେ ଗତ ନଭେମ୍ବର ମାସରେ ବିଭିନ୍ନ ସଂଗଠନ ପକ୍ଷରୁ କୋଶଳ ରାଜ୍ୟ ଦାବିରେ ସହିଦ ଛକଠାରେ ୧୨ ଘଣ୍ଟିଆ ରାସ୍ତା ବନ୍ଧ ଡାକରା ଦିଆଯାଇଥିଲା । ଯାହାକୁ ନେଇ ସଙ୍ଗଠନର ସଭ୍ୟମାନଙ୍କର ନାମରେ
Read More...