ସାଂସଦ ପ୍ରଦୀପ ପୁରୋହିତ ବ୍ରଜରାଜନଗର ରାଜପଥ ନିର୍ମାଣ ଦାବୀରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଦେଲେ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତାଙ୍କର ସଂସଦୀୟ କ୍ଷେତ୍ରର ବିକାଶ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି । ବିଧାୟକ ଥିବା ସମୟରେ ପଦ୍ମପୁର ଅଞ୍ଚଳ ପାଇଁ ଶାଣିତ ସ୍ୱର ଉତ୍ତୋଳନ କରି ଶ୍ରେଷ୍ଠ ବିଧାୟକ ଭାବରେ ପୁରସ୍କାର ପାଇ ଥିଲେ । ସେହି ସ୍ୱରକୁ କେନ୍ଦ୍ରରେ!-->…
Read More...
Read More...