ଅଧିନିୟମ ୩୭୭ ଅନୁଯାୟୀ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀକଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ
ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ବିଜୁ ଜନତାର ସରକାର ସମୟରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଖଣି ଦୁର୍ନୀତି ଉପରେ ସାହା କମିଶନ ସମୀକ୍ଷା କରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତତ୍କାଳୀନ ବିଜୁ ଜନତାଦଳର ସରକାର ରାଜ୍ୟ ଭିଜିଲାନ୍ସ ବିଭାଗ ଖଣି ଦୁର୍ନୀତିର ତଦନ୍ତ କରି ଖଣି!-->…
Read More...
Read More...