ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ମାନେ ନିଜେ ନିଜକୁ ପରିବର୍ତ୍ତନର ଆହ୍ୱାନ
ବରଗଡ଼, (ନିରୋଜ କୁମାର ପାଣୀ) : ଯେତେ ଦିନ ପର୍ଯ୍ୟନ୍ତ ନାରୀ ସ୍ଵୟଂ ନିଜକୁ ନିଜେ ନ ଚିହ୍ନିଛି ଏବଂ ଜଣେ ନାରୀ ଅନ୍ୟ ନାରୀ ପ୍ରତି ସମ୍ମାନବୋଧ ନରଖିଛି ସେତେ ଦିନ ପର୍ଯ୍ୟନ୍ତ ନାରୀ ସଶକ୍ତ ହୋଇ ପାରିବ ନାହିଁ । ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ପାଳିତ ଆନ୍ତର୍ଜାତିୟ ମହିଳା ଦିବସ!-->…
Read More...
Read More...