Browsing Tag

bargarh news

କୁମୋଦିନୀ ବେହେରା ସ୍ମାରକୀ କ୍ରିକେଟ ପ୍ରତଯୋଗିତା : ଫାଇନାଲରେ ବ୍ଲୁ ଡାଇମଣ୍ଡ ୨ ଦଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ମିନି ଷ୍ଟାଡିୟମରେ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପ୍ରଥମ କୁମୋଦିନୀ ବେହେରା ସ୍ମାରକୀ କ୍ରିକେଟ ପ୍ରତିଯୋଗିତାରେ ବ୍ଲୁ ଡାଇମଣ୍ଡ ୨ ଦଳ ଆଜି ଅନୁଷ୍ଠିତ ସେମିଫଇନାଲରେ ବିଜୟୀ ହୋଇ ପ୍ରତିଯଗିତାର ପ୍ରଥମ ଦଳ ଭାବରେ ଫାଇନାଲକୁ
Read More...

ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖରେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ନିର୍ଦ୍ଧାରିତ ଦିବସରେ ସକାଳ ୭ ଘଣ୍ଟା ସମୟରେ
Read More...

ବିଦ୍ୟୁତ ଶବଦାହ ଚୁଲ୍‌ହା ସ୍ଥାପନ, ରିହାତି ମୂଲ୍ୟରେ ଶବଦାହ ପାଇଁ କାଠ ବ୍ୟବସ୍ଥା ଆଦି ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସହରର ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଶବ ଦାହ ପାଇଁ ଏବେ କାଠର ସଂକଟ ଦେଖିବାକୁ ମିଳିଛି । ତେଣୁ ବରଗଡରେ ଏକ ସ୍ଥାୟୀ ବିଦ୍ୟୁତ ଶବଦାହ ଚୁଲ୍‌ହା ସ୍ଥାପନ ପାଇଁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ସେହିପରି ରିହାତି ମୂଲ୍ୟରେ କାଠ ଯୋଗେଇବାକୁ ଦାବୀ
Read More...

ଲୁଦୁପାଲି ଗ୍ରାମର ଗଉଁତିଏନ ଲୋପାମୁଦ୍ରା ରଥଙ୍କ ଦେହା‌ନ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବସନ୍ତ ପଞ୍ଚମୀ ଦିନ ପୂର୍ବତନ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ, ପଶ୍ଚିମୋତ୍କଳ କର୍ମକାଣ୍ଡୀୟ ସମିତିର ସଂସ୍ଥାପକ ତଥା ପଶ୍ଚିମ ଓଡ଼ିଶା ଦଧିବାମନ ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ହିମାଂଶୁ ଶେଖର ରଥଙ୍କ ଧର୍ମପତ୍ନୀ ତଥା ଲୁଦୁପାଲି ଗ୍ରାମର ଗଉଁତିଏନ ଶ୍ରୀମତୀ
Read More...

ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳରେ ଡ଼ିଆର୍‌ୟୁସିସି ସଦସ୍ୟ ରୂପେ ପ୍ରଦୀପ ଦେବତା ମନୋନୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳରେ ଡ଼ିଆର୍‌ୟୁସିସି ସଦସ୍ୟ ରୂପେ ବରଗଡ ଜିଲ୍ଲା ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଦୀପ ଦେବତାଙ୍କୁ ମନୋନୀତ କରାଯାଇଛି । ଆସନ୍ତା ତା.୨୪.୦୩.୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ୪୮ତମ ଡ଼ିଆର୍‌ୟୁସିସି ସଭାରେ ଅଂଶଗ୍ରହଣ
Read More...

ଟୋଲ ଟେକ୍ସ ଆଦାୟ କଲେ ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ମଧ୍ୟ ରାତ୍ରରୁ ବରଗଡ଼ ନିକଟସ୍ଥ ବରାହାଗୁଡା ଟୋଲଗେଟରୁ ବରଗଡ଼ ଜିଲ୍ଲା ବାସୀଙ୍କ ଠାରୁ ଟୋଲଟେକ୍ସ ଆଦାୟ କରାଗଲେ ଆନ୍ଦୋଳନ କରାଯିବ ବୋଲି ବରଗଡ଼ ନ୍ୟାସନାଲ ହାଇଓ୍ବେ ୟୃଜର୍ସ ଫୋରମ୍ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ
Read More...

ଆସନ୍ତା ୧୮ତାରିଖରେ ଭଗବାନ ମିଶ୍ରଙ୍କ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃତୀ ଶିକ୍ଷକ ସ୍ଵର୍ଗତ ଭଗବାନ ମିଶ୍ରଙ୍କ ୮୫ ତମ ଜୟନ୍ତୀ ଉତ୍ସବ ଆସନ୍ତା ୧୮ ତାରିଖରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହେବ ବୋଲି ସ୍ମୃତି ସମିତିର ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜୟନ୍ତୀ ଉତ୍ସବରେ
Read More...

ସମାଜସେବୀ ପବିତ୍ର ଦେହେରିଙ୍କ ମାତୃ ବିୟୋଗ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡର ବିଶିଷ୍ଟ ସମାଜସେବୀ ପବିତ୍ର ଦେହେରିଙ୍କ ମାଆ ରାତ୍ନୀ ଦେହେରିଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି । ତିନି ଦିନ ପୂର୍ବେ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ଖେଦା ପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳୁତାଙ୍କର ପରଲୋକ
Read More...

ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ : ‘ପଶ୍ଚିମ ଓଡିଶା…

ବରଗଡ଼, (ନିରୋଜ କୁମାର ପାଣୀ) : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଧେଶ୍ୱରେ ତଥା ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକତ୍ସାଲୟ, ଟୁକୁର୍ଲ୍ଲା ବରଗଡ଼ ଠାରେ ସଂକଲ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ
Read More...

କଂଗ୍ରେସ ଦଳ ପକ୍ଷରୁ ଆସନ୍ତା କାଲି ବନ୍ଦ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ସୋମବାର ଦିନ ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ ସାରା ଓଡିଶାରେ ବନ୍ଦ ପାଳନ କରାଯିବାର କଂଗ୍ରେସଦଳ ପକ୍ଷରୁ କାର୍ୟ୍ୟକ୍ରମ ରହିଛି । ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ତଥା ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୂତୁହୂତୁ ମୂଲ୍ୟ
Read More...