Browsing Tag

bargarh news

ଚାଷୀନେତା ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଜଣେ ବରିଷ୍ଠ ଚାଷୀ ସଂଗଠକ ତଥା ସମାଜବାଦୀ ନେତା ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଗୋବିନ୍ଦପାଲି ପଲ୍ଲଭ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନାମତେ ଗତ ୧୪ ତାରିଖରେ ମଙ୍ଗଳବାର ଭୋର ସକାଳୁ ତାଙ୍କ ହୃଦଘାତରେ
Read More...

ଗାଁରେ ପଶିଲା ହୀରାକୁଦ ଜଳ ଭଣ୍ଡାରର ପଛୁଆ ପାଣି

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଗତ ଚାରି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲା ସହ ସୀମାନ୍ତ ରାଜ୍ୟ ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ମହାନଦୀରେ ବନ୍ୟା ଜଳ ଆସି ହୀରାକୁଦ ଜଳ ଭଣ୍ଡାରରେ ଜମା ହୋଇଛି । ଫଳରେ ଜଳଭଣ୍ଡାର ସଂଲଗ୍ନ ବରଗଡ଼ ଜିଲ୍ଲା
Read More...

ଆଦର୍ଶ ବିଦ୍ୟାଳୟ ଗୁଡିକର ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ୍ ଚନ୍ଦ୍ର ଚୌଧୁରୀ ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକ କରିଥିଲେ । ବରଗଡ଼ ଜିଲ୍ଲା ଗସ୍ତ କରି ସେ ବରପାଲି
Read More...

ବରଗଡ଼ ଘୁଲିପାଲି ଛକଠାରେ ବୋଲେରୋ ଦୁର୍ଘଟଣାରେ ଛତିଶଗଡ଼ ରାଜ୍ୟର ୧୩ ଜଣ ଯାତ୍ରୀ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ଜାତୀୟ ରାଜପଥ ରାସ୍ତାରେ ହଠାତ୍‌ ଦୌଡ଼ି ଆସିଥିବା ଗାଈକୁ ବଞ୍ଚାଇବାକୁ ଯାଇ ବୋଲେରୋ ଗାଡି ଦୁର୍ଘଟଣାଗସ୍ତ ହୋଇ ୧୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣା ସ୍ଥଳକୁ ସଙ୍ଗେ ସଙ୍ଗେ ସମାଜସେବୀ
Read More...

ଏବିଭିପି ପକ୍ଷରୁ ଇଞ୍ଜିନିୟରିଂ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ଇଞ୍ଜିନିୟରିଂ ଦିବସ ପାଳିତ ହୋଇଛି ଏବଂ ଏହି ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି ସୁବର୍ଣ୍ଣ ସମୟରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ଉପ ସଭାପତି ଶିବ
Read More...

ବସ୍ତି ବସିନ୍ଦାଙ୍କ ଦୁଃଖ ପ୍ରଶାସନ ଶୁଣିବକି ?

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରର ନବକଳେବର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ରହୁଥିବା ଗରିବ ବସ୍ତିବସିନ୍ଦାଙ୍କ ଦୁଃଖ କହିବାକୁ ନାହିଁ । ସୂଚନା ଅନୁସାରେ ପଂଚାୟତ କଲେଜ ପାଖ ୱାର୍ଡ ନଂ ୧୩, କନ୍ଧପଡା ଠାରେ ରହୁଥିବା ପ୍ରାୟ ୫୦ ପରିବାରଙ୍କୁ ଏବେ ଉଚ୍ଛେଦ ଭୟ ଘାରିଛି ।
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବାରୁପାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ଅସିତ ସ୍ୱାଇଁଙ୍କ ମାତା ଯଜ୍ଞବତୀ ସ୍ୱାଇଁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଜଣେ ଧର୍ମପ୍ରାଣ
Read More...

ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରାଠାରେ ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଭଞ୍ଜନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ଭରେ ଚାଷୀ ନେତା ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶୋକ ବ୍ୟକ୍ତ
Read More...

ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୨ ଗିରଫ : ଦୁଇ ଫେରାର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କିଛି ଦିନ ହେବ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏବେ ପୋଲିସର ସକ୍ରିୟତା ସାଧାରଣ ଲୋକଙ୍କ ମଧ୍ୟରେ ଆସ୍ୱସ୍ତି ଆଣିଛି । ଗତ ଦିନରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ନେଇ ଅତିଷ୍ଠ ହୋଇପଡିଥିଲେ ବରଗଡ
Read More...

ଅସହାୟ ପରିବାରରକୁ ଆର୍ଥିକ ସହାୟତା ଯୋଗାଇ ଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ନୂଆଁଖାଇ ଦିନ ନିଜ ମା'ର ମୃତ ଶରୀରକୁ ଶବ ସତ୍କାର କରିବାକୁ ପୁଅ ଅମଙ୍ଗ ହେବାରୁ ଶେଷରେ ସଂକଲ୍ପ ପରିବାର ଦ୍ୱାରା ତାଙ୍କ ଶେଷକୃତ୍ୟ ସମାପନ କରାଯାଇଥିଲା । ଏପରି ଏକ ଅଭାବନୀୟ ଘଟଣା ସାରା ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ସୂଚନା ଅନୁସାରେ ବରଗଡ଼ ୧୧
Read More...