Browsing Tag

bargargh news

ଏଆଇସିସିର ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ୧୩୭ତମ ପ୍ରତିଷ୍ଠା ଦିବସ ଆଜି ବରଗଡ଼ ଜିଲ୍ଲା ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୮
Read More...

ଲାୟନସ୍‌ କ୍ଲବ ଦ୍ଵାରା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଲାୟନ୍ସ କ୍ଲବ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ଅବସରରେ ମାତୃଛାୟା ଠାରେ ସଫଳତାର ସହ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଲାୟନ୍ ଡାକ୍ତର ପ୍ରବୀଣ ଅଗ୍ରୱାଲଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ଏକ ମେଗା
Read More...

ବରଗଡ଼ରୁ ଅମ୍ବାପାଲିକୁ ସିଟି ବସ୍ ସମ୍ପ୍ରସାରଣ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବର୍ଷାରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନଂ ୧୭, ବିଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି, ସରସରା,
Read More...

ବରଗଡ଼ ସାଂସଦ ପ୍ରତିନିଧି ଲିପ୍‌ସିତ୍‌ ମିଶ୍ର ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରତିନିଧି ତଥା ଜଣାଶୁଣା ବରିଷ୍ଠ ଆଇନଜୀବୀ ଲିପ୍‌ସିତ୍‌ ମିଶ୍ର ଆଜି ଦୁର୍ଗମ ବାରପାହାଡ ଉପରେ ଥିବା ବାର ବଖରା ଜଳପ୍ରପାତରୁ ଖସି ଯାଇ ଆହତ ହୋଇଥିବା ବେଳେ ତାଙ୍କର ଡାହାଣ ହାତ କାନ୍ଦ ପାଖକୁ ଭାଙ୍ଗିଯାଇଛି । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ ମ୍ୟାଚରେ ବ୍ଲୁ ଡ଼ାଇମଣ୍ଡ କ୍ଲବର…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସଂଘର ଉପ ସଭାପତି
Read More...