Browsing Tag

bargah news

ଜାତୀୟ କ୍ରୀଡା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବରଗଡ଼ ଗୁଡେସୀରା ସ୍ଥିତ ମାର୍କେଟ ୟାର୍ଡରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ
Read More...

ବରପାଲିରେ ବିଦ୍ୟୁତ କାଟ୍‌କୁ ନେଇ ଉତ୍ତେଜନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟିଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗରେ ଆଜି ବରପାଲିର ଜନସାଧାରଣ ବିଦ୍ୟୁତ ଏସଡିଓଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ପରେ ବିଧାୟିକା ରୀତା ସାହୁ ଘଟଣାସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ
Read More...

ନିଷ୍ଠା ପରିବାର ମହିଳା ଶାଖା ଏବଂ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି । ଆଜି ନିଷ୍ଠା ପରିବାରର ମହିଳା ଶାଖା ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା, ଅଡଗାଁ,
Read More...

ବଳରାମ ଯୋଜନାର ଶୁଭାରମ୍ଭ ହେଲା ବରଗଡ଼ ଜିଲ୍ଲାରେ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାଳିଆ ଯୋଜନାର ସଫଳତା ପରେ ବ‌ର୍ତ୍ତମାନ ଆରମ୍ଭ ହୋଇଥିବା ବଳରାମ ଯୋଜନାର ଶୁଭାରମ୍ଭ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ମୋନାପଡା ଗ୍ରାମ ପଞ୍ଚାୟତରେ କରାଯାଇଛି । ବଳରାମ ଯୋଜନାରେ ସାଧାରଣ କ୍ଷୁଦ୍ରଚାଷୀ ଓ
Read More...

ମାର୍ଚ୍ଚ ମାସରେ ସୋହେଲା ଠାରେ ଚର୍ତୁବେଦ ମହାଯଜ୍ଞ ଆୟୋଜିତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆର୍ନ୍ତଜାତିକ ସତ୍ୟ ଚେତନା ଆଧ୍ୟାତ୍ମିକ ଆନ୍ଦୋଳନର ସଂସ୍ଥାପକ ସଦଗୁରୁ ସ୍ୱାମୀ ଆତ୍ମାନନ୍ଦଜୀ ମହାରାଜାଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ଚର୍ତୁବେଦ ମହାଯଜ୍ଞର ଆୟୋଜନ ନିଷ୍ପତ୍ତି ନିଆଯାଇଛି । ବରଗଡ଼ ଜିଲାର ସୋହେଲା ଦୁର୍ଗା ମନ୍ଦିର ନିକଟରେ
Read More...
error: Content is protected !!