ସୁରଥ ବେହେରାଙ୍କୁ ଆକ୍ରମଣ ଘଟଣା, ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜ ତରଫରୁ ସିନ୍ଧେକେଲା ଥାନା ଘେରାଉ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଭୂର୍ଷାଗୁଡ଼ା ଗ୍ରାମପଞ୍ଚାୟତ ନିକଟରେ ସୂଚନା ଅଧିକାର କର୍ମୀ ସୁରଥ ବେହେରାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣର ଗୋଟିଏ ସପ୍ତାହ ପୁରି ଯାଇଥିଲେ ହେଁ ପୋଲିସର ହାତ ଖାଲି । ଏହାକୁ!-->…
Read More...
Read More...