ବିଜୁଳି ଖୁଣ୍ଟି ଅଛି, ହେଲେ ତାର ନାହିଁ : ଗାନ୍ଦାରିଗୁଡ଼ି ଗ୍ରାମରେ ପ୍ରଶାସନର ‘ଅଧାପନ୍ତରିଆ’ ବିକାଶ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗାନ୍ଦାରିଗୁଡ଼ି ଗ୍ରାମର ବିକାଶର ଚିତ୍ର ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଖୁଣ୍ଟି ପୋତା ହୋଇଛି, ହେଲେ ତାର ଟଣା ଯାଇନାହିଁ । ଦୀର୍ଘଦିନ ହେବ ବିଜୁଳି ଆଲୁଅକୁ ଚାହିଁ ରହିଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଗଦାପୁର ପଞ୍ଚାୟତର!-->…
Read More...
Read More...