Browsing Tag

baleswar news

ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର : ୧ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗର ୫ ଜଣିଆ
Read More...

ବଜ୍ରାଘାତରେ ଚାଷୀ ଓ ଶ୍ରମିକ ମୃତ

ବାଲେଶ୍ୱର : ରବିବାର ଅପରାହ୍ନରେ ବଜ୍ରାଘାତରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ସହଦେବଖୁଣ୍ଟା ଥାନା ଅଞ୍ଚଳର ଚିରାଗ ବିଶ୍ୱାଳ(୩୨) ଓ ସଦର ଥାନା ଅଞ୍ଚଳର ହରେକୃଷ୍ଣ ଜେନା(୬୨) । ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଶୋଇ ଅଞ୍ଚଳର
Read More...

ବାଲେଶ୍ୱରର ୪ଟି ବ୍ଲକରେ ବନ୍ୟା ଲାଗି ସ୍କୁଲ ଛୁଟି ଘୋଷଣା : ଆସିବେ ଶିକ୍ଷକ ଓ କର୍ମଚାରୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି । ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ରହିଛି । ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ
Read More...

ଭିଜିଲାନ୍ସ ଜାଲରେ ଧରାପଡିଲେ ଆର୍‌ଆଇ ଡଲି ସେଠୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ତହସିଲ ଅଧୀନ ବଇଞ୍ଚା ଆର୍‌ଆଇ ଡଲି ସେଠୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସୂଚନା ଅନୁସାରେ, ସରକାରଙ୍କ ପାରିବାରିକ ମୃତ ଜନିତ ସହାୟତା ଯାଞ୍ଚ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । ୧୦
Read More...

ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ବାଲେଶ୍ୱର : ବାଲେଶ୍ୱରରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ବଜ୍ରପାତରେ ଅନେକ ଜୀବନ ଯାଉଥିବାରୁ ଲାଇଟେନିଂ ରିସର୍ଚ୍ଚ ସେଣ୍ଟରରେ ସଠିକ ପୂର୍ବ ସୂଚନା ଦିଆଯାଇପାରିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Read More...

ଏଟିଏମ୍‌ କାଟି ୩୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ୍‌ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି । ସୂଚନାନୁସାରେ ଏସବିଆଇ ଏଟିଏମ୍‌କୁ ଗ୍ୟାସ କଟରରେ କାଟି ଏହି ବଡ ଧରଣର ଲୁଟ୍‍ କରିଛନ୍ତି ଦୁର୍ବୃତ୍ତମାନେ । ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି
Read More...

ବାଲେଶ୍ଵରରେ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ବାଲେଶ୍ୱର : ବାଲେଶ୍ଵରରେ ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହୋଇଯାଇଛି । ସକାଳୁ ସକାଳୁ ଲୋକମାନେ ଯୋଗ କାରିବାକୁ ବାଲେଶ୍ଵର ଆଇ.ଟି.ଆଇ ପଡିଆରେ ଭିଡ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଏହି ଯୋଗ ଦିବସରେ ସାମିଲ ହୋଇଥିଲେ । ବିଶେଷ କରି ବାଲେଶ୍ଵର ସାଂସଦ
Read More...

ଶ୍ୱଶୁର ଘର ଲୋକ ପିଟି ପିଟି ମହିଳାଙ୍କୁ ମାରି ଦେଇଥିବା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଛଣପୁର ଗାଁର କାଶୀନାଥ ବେହେରା (୨୮)ଙ୍କ ସ୍ତ୍ରୀ ମୀନାକ୍ଷି (୨୩)ଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ହତ୍ୟା କରିଥିବା ମିନାକ୍ଷୀଙ୍କ ବାପା ଗଙ୍ଗାଧର ବେହେରା ଥାନାରେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ବାଲିଆପାଳ ବ୍ଲକ ସିଂଲା ଥାନା
Read More...

ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ

ବାଲେଶ୍ୱର : ଆଜି ବାଲେଶ୍ୱର ବନ୍ଦ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିବ । ବାଲେଶ୍ୱର ବାର ଆସୋସିଏସନ୍‌, ନାଗରିକ ମଞ୍ଚ, ସିଭିଲ ସୋସାଇଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସିପିଆଇ(ଏମ),
Read More...

ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡିଲେ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଜି ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଆଇଜି ଓ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ତେବେ ବ୍ୟବସାୟିକ ଟଙ୍କା କାରବାର
Read More...