ଗୋରୁ ବୋଝେଇ କଣ୍ଟେନର ଜବତ
ସୋର : ବାଲେଶ୍ଵର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବରଫ କଳ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ କଲା ସିମୁଳିଆ ପୋଲିସ । ସୂଚନାନୁଯାୟୀ, ଶନିବାର ରାତିରେ ଖବର ପାଇ ସିମୁଳିଆ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରର ପିଛା କରି ୧୬ ନମ୍ଵର ଜାତୀୟ ରାଜପଥ ସୋର ବରଫକଳ ନିକଟରେ ଜବତ କରିଛି । ଏହି!-->…
Read More...
Read More...