Browsing Tag

balangir news

ବଲାଙ୍ଗିର କରକଚିଆ ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଗ୍ରାମର ଗୌର ବାଗ(୫୫) ନିଜ ଘର ସରଗାଡରୁ ବାହାରି ଲୋଇସିଂହା ଯାଉଥିବା ବେଳେ କରକଚିଆ ଛକ ଠାରେ ସାମ୍ନା ପଟରୁ ଆସୁଥିବା ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୌର ବାଗଙ୍କ ଗୋଡ…
Read More...

ବିଦ୍ୟୁତ୍‌ ଆଘାତରେ ମହିଳା ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ୍‌ ଆଘାତରେ ବଲାଙ୍ଗିର ସଦର ବ୍ଲକ ଖୁଣ୍ଟପାଲି ଗ୍ରାମର ତପସ୍ୱିନୀ ପଟେଲ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ତପସ୍ୱିନୀ ତାଙ୍କ ଘରେ କିଛି କାମ କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ପାଇଥିଲେ । ପରିବାର ଲୋକେ ତାଙ୍କୁ…
Read More...

ସାଇବର ଠକେଇ, ଆକାଉଣ୍ଟରୁ ୭୦ ହଜାର ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ମହୀମୁଣ୍ଡା ଗାଁର ଧୀରେନ୍ଦ୍ର ନନ୍ଦ ସାଇବର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଠାତ୍‌ ଗାଏବ ହୋଇଯିବା ପରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଶ୍ରୀ ନନ୍ଦ ତାଙ୍କ ମୋବାଇଲ ଫୋନ୍‌ ଧରି…
Read More...

ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ୫ ଦିନ ବ୍ୟାପୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ୫ ଦିନ ବ୍ୟାପୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ୧୬ ଗୋଟି ଦଳକୁ ନେଇ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପ୍ରଥମ ଦିନର ପ୍ରଥମ ମ୍ୟାଚ ଜନକପୁର - ହର୍ଡାଟାଲକୁ ହରାଇ ଜନକପୁର ବିଜୟୀ ହୋଇଥିଲା ।…
Read More...

ଓଡିଶା ଅଙ୍ଗନୱାଡି ଲେଡିସ୍‌ ୱାର୍କର ଆସୋସିଏସ୍‌ ପକ୍ଷରୁ ପୁଇଁନ୍ତଲା ବ୍ଲକ ସମ୍ମୁଖରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଅଙ୍ଗନୱାଡି ଲେଡିସ୍‌ ୱାର୍କର ଆସୋସିଏସନ୍‌ ଓ ଭାରତୀୟ ମଜ୍‌ଦୁର ସଂଘର ସହାୟତାରେ ଆଜି ପୁଇଁନ୍ତଲା ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଛି । ଏ ଅବସରରେ ନିଜର ୪ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବ୍ଲକ ବିଡିଓଙ୍କୁ ପ୍ରଦାନ କରାଯାଇଛି । ଅଙ୍ଗନୱାଡି…
Read More...

୪ର୍ଥ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ବଜରଙ୍ଗ ବଲି ଏସୋସିଏସନ କୁଦେଇପାଲି ତରଫରୁ ଚତୁର୍ଥ ବର୍ଷ ବୀର ବଜରଙ୍ଗବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ପ୍ରଥମ ଦିନର ଖେଳରେ ଖୁଜେନପାଲିକୁ ହରାଇ ଅର୍ଜୁନପୁର ୨-୦ ଗୋଲରେ ବିଜୟୀ ହୋଇଛି । ଦ୍ୱିତୀୟ ମ୍ୟାଚ୍‌ ହାତୀସରାକୁ ପରାସ୍ତ କରି…
Read More...

ସହରରେ ବଢୁଥିବା ଅପରାଧକୁ ରୋକିବା ପାଇଁ ପେଟ୍ରୋଲିଂ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଓ ଟାଉନ ଥାନା ପରିସରରେ ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ତତ୍ୱାବଧାନରେ ସହରରେ ବଢୁଥିବା ଅପରାଧକୁ ରୋକିବା ପାଇଁ ପେଟ୍ରୋଲିଂ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତ…
Read More...

ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଲିଗ୍‌ରେ ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କେରଳର କୋଲିକୋର୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଜୋନାଲ ଲିଗ୍‌ରେ ଓଡିଶା ପକ୍ଷରୁ ୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତନ୍‌ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ୩ ଜଣ ପ୍ରତିଯୋଗୀ…
Read More...

ବଲାଙ୍ଗିର ଜିଲ୍ଲା ସମବାୟ ବ୍ୟାଙ୍କ ସଭାପତି ନିର୍ବାଚନ : ବାଜି ମାରିଲେ ସ୍ମାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସମବାୟ ବ୍ୟାଙ୍କ ସଭାପତି ନିର୍ବାଚନରେ ବାଜି ମାରିଛନ୍ତି ସ୍ମାରକ ରଞ୍ଜନ ମିଶ୍ର । ସବୁ ଆଲୋଚନା ପର୍ଯ୍ୟାଲୋଚନା, ଛକାପଞ୍ଝାର ଅନ୍ତ ଘଟିଛି । ଏହି ନିର୍ବାଚନ ମଇଦାନରେ ଥିବା ଦୁଇ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ସ୍ମାରକ ବିଜୟୀ ହୋଇଛନ୍ତି । …
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା ଉଚବାହାଲଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉଚବାହାଲ ଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋୟର ସୁକୁତେଲ ସମ୍ବନ୍ଧରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ପ୍ରଶାସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ…
Read More...