Browsing Tag

balangir news

ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୋଗିମୁଣ୍ଡା ନିକଟସ୍ଥ ଠକପଡା ଗ୍ରାମରେ ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ଶୀର୍ଷ ସଭାପତି ସହଦେବ ସାହୁଙ୍କ ଲିଖିତ ଓ ତଥ୍ୟ ସଂଗୃହିତ ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସାନ ବଲାଙ୍ଗାପାଲି…
Read More...

ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ନିକଟସ୍ଥ ଲକି କଲ୍ୟାଣ ମଣ୍ଡପରେ ଆଜି ସକାଳ ୧୦ଟାରୁ ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ପୁରାତନ ଛାତ୍ର କାଶୀନାଥ ପାତ୍ରଙ୍କ…
Read More...

ଧମଣାସରରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (ଦେବାଶି ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଧମଣାସର ଗ୍ରାମରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗତ ୪ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି । ୧୦ ତାରିଖ ଦିନ ମା’ଙ୍କର ବିଗ୍ରହ…
Read More...

ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବି କୁମୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ମୋଷ୍ଟ ୱାଣ୍ଟେଡ ଶ୍ରୀପତିକୁ ଗିରଫ କରି ଡେମୋ ଦେଖାଇଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୫ ତାରିଖରେ ଶାସ୍ତ୍ରୀ ନଗରଠାରେ କିଛି ଦୁର୍ବୃତ୍ତ ବଲାଙ୍ଗିରର ଜଣେ ଜଣାଶୁଣା ବ୍ୟବସାୟୀ ଭବାନୀ ଦୀପଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ବଲାଙ୍ଗିର ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ କିଛି…
Read More...

ସରକାରୀ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର (ଆଦିବାସୀ ଓ ହରିଜନ ବିଭାଗ)ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଲଙ୍କ ସଭାପତିତ୍ୱରେ ଆୟୋଜିତ…
Read More...

ବଲାଙ୍ଗିର ଦୁର୍ଗା ମନ୍ଦିର ସାମ୍ନାରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମା' ଦୁର୍ଗାଙ୍କ ମନ୍ଦିର ସାମ୍ନାରେ ଏକ କାର, ଏକ ପିକଅପ୍ ଗାଡ଼ି ଓ ଏକ ଏଟିଏମ୍ ଗାଡ଼ି ପଛକୁ ପଛ ଆସୁଥିବା ବେଳେ ୩ ଗାଡ଼ି ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ…
Read More...

ଦୁଇ ଛାତ୍ରାବାସ ଅନ୍ତେବାସୀଙ୍କୁ ଭେଟିଲେ ରାଜେନ୍ଦ୍ର ଆଲୁମିନି କମିଟି

ଛାତ୍ରଙ୍କ ସହିତ ରହିଛନ୍ତି ବଲାଙ୍ଗିରବାସୀ, ସମସ୍ୟାର ମୁକାବିଲା ପାଇଁ ମିଳିତ ପ୍ରୟାସ ହେବ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଋଷ୍ୟଶୃଙ୍ଗ ଓ ଗନ୍ଧମାର୍ଦ୍ଦନ ଛାତ୍ରାବାସର ଦୁଇଜଣ ଛାତ୍ରଙ୍କୁ ଜଣେ ନିଶାଖୋର ଯୁବକ ବ୍ଲେଡରେ ଆକ୍ରମଣ କରିଥିଲା । ସେହି…
Read More...

ବ୍ରାହ୍ମଣୀଡୁଙ୍ଗୁରୀ ଠାରେ ବନ ବିଭାଗ ପକ୍ଷରୁ ଚଢାଉ : କାଠ ବୋଝେଇ ଟ୍ରାକ୍ଟର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଓ ଏକ କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଡିଏଫଓ ନିତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର…
Read More...

କ୍ଷୁଦ୍ର ଚଳଚ୍ଚିତ୍ର ‘ଭରସା’ର ଲୋକାପର୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ କ୍ଷୁଦ୍ର ଚଳଚ୍ଚିତ୍ର 'ଭରସା'ର ଲୋକାପର୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…
Read More...