Browsing Tag

balangir news

ରାଜୀବନଗରର ମୋଷ୍ଟ ୱାନ୍‌ଟେଡ୍‌ କ୍ରିମିନାଲ୍‌ ଶ୍ରୀପତିର ଗଡକୁ ଧ୍ୱଂସ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଇଦାନରେ ଜିଲ୍ଲା ପୋଲିସ ମୁଖିଆ । ନିଜ ତତ୍ତ୍ୱାବଧାନରେ ଲଗାତାର ଚାରି ଦିନ ହେବ ରୀତିମତ ଚାଲିଛି କ୍ରିମିନାଲ୍‌ କ୍ଲିନ ଅଭିଯାନ । ଦୀର୍ଘ ଦିନରୁ ବଲାଙ୍ଗିର ସହରରେ ଅପରାଧ ଉପରମୁହାଁ ଧାଉଁଥିବା ବେଳେ ବଲାଙ୍ଗିର ପୁଲିସର କଡା ଚାବୁକ୍‌ ଏବେ ଅପରାଧ ଜଗତକୁ…
Read More...

୧୯୭୩-୭୫ ବ୍ୟାଚର ଭିଏଲ୍‌ଡବ୍ଲୁମାନଙ୍କର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୭୩-୭୫ ବ୍ୟାଚ ଭିଏଲ୍‌ଡବ୍ଲୁମାନଙ୍କର ପୂର୍ବତନ ସଭାପତି ପ୍ରାଭବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଲର୍କିପାଲି ତାଲିମ କେନ୍ଦ୍ର ବଲାଙ୍ଗିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ ଏବଂ…
Read More...

ଗାଈଖାଇ ଜଳ ପ୍ରକଳ୍ପରେ ଇକୋଟୁରିଜିମର ଶିଳାନ୍ୟାସ

ପରିବେଶ ପର୍ଯ୍ୟଟନର ବିକାଶରେ ଅଞ୍ଚଳର ବିକାଶ ହେବ - ବିଧାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ମୁଖ୍ୟତଃ ପରିବେଶ ପର୍ଯ୍ୟଟନର ଯଥେଷ୍ଟ ସୁବିଧା ରହିଛି । ଏହାର ବିକାଶରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ ଜମିବ ଓ ଲୋକଙ୍କ ଅର୍ଥନୈତିକ…
Read More...

ଛତାପିପଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁନ୍ତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟ ଅତିଥି ଓ…
Read More...

ଟିଟିଲାଗଡଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

୧୭୮୮ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୪୧.୨୬ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅବସରରେ ଅନୁଷ୍ଠିତ…
Read More...

ଜାତୀୟ ବ୍ୟାଡମିଣ୍ଟନ ଶିବିର ପରିଦର୍ଶନ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ଷ୍ଟାଡିଅମରେ ଆଗାମୀ ଜାତୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ପାଇଁ ରାଜ୍ୟ ଚୟନ ତଥା ପ୍ରଶିକ୍ଷଣ ଶିବିରକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ସପ୍ତାହ ବ୍ୟାପି ହେବାକୁ ଥିବା ଏହି ଶିବିରର ଆଜି…
Read More...

ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ : ପୁଣି ଜବରଦସ୍ତ ଆକ୍ସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ, ପୁଣି ଜବର୍‌ଦସ୍ତ ଆକ୍ସନ୍ ଦେଖିବାକୁ ମିଳିଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ପଗଡି ଭିଡିଛି ବଲାଙ୍ଗିର ପୋଲିସ । ପୋଲିସର ଏଭଳି ଜିରୋ ଟଲୋରେନ୍ସ ନୀତିରେ ହଲ୍‌ଚଲ୍‌ ହୋଇ ଉଠିଛି ଅପରାଧୀଙ୍କ ସାମ୍ରାଜ୍ୟ । ଏହି…
Read More...

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ନିବାସୀ ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଅଭିମନ୍ୟୁ ନାଗଙ୍କ ପରଲୋକ ଘଟିଥିବା ଖବର ମିଳିଛି । ସ୍ୱର୍ଗତ ନାଗ ପୁଇଁନ୍ତଲା ବ୍ଲକ ଦଶପୁର ପଂଚାୟତର ପୂର୍ବତନ ସରପଂଚ ତଥା ବଲାଙ୍ଗିର ପୌପରିଷଦର ୱାର୍ଡ ନଂ. ୭ର କାଉନସିଲର ଶମ୍ଭୁ…
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ତଥା ବଲାଙ୍ଗିର ଜିଲ୍ଲାରେ ଅପରାଧ ଏବେ ଚରମ ସୀମା ଡେଇଁଛି । ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଏଠି ପ୍ରତ୍ୟେକ ଦିନରେ ଦେଖିବାକୁ ମିଳୁଛି । ତେବେ ଏହି ବଢୁଥିବା ଅପରାଧକୁ ନେଇ ସାରା ରାଜ୍ୟବାସୀ ତଥା ଜିଲ୍ଲାବାସୀ ଭୟରେ ଥରୁଥିବା ବେଳେ ବଢୁଥିବା…
Read More...

ଓଡିଶା ସରକାରୀ ହାଇସ୍କୁଲର ନୂତନ ପେନସନ ଯୋଜନା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନା ଶିକ୍ଷକ ସଂଘର ଏକ ର‍୍ୟାଲି ସ୍ଥାନୀୟ ରାମ ଗୋପାଳ ହିନ୍ଦୀ ହାଇସ୍କୁଲରୁ ବାହାରି ଥିଲା । ଶିକ୍ଷକମାନେ ଶୋଭାଯାତ୍ରା ମାଧ୍ୟମରେ ବାହାରି ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କଲା ପରେ ଜିଲ୍ଲାପାଳ…
Read More...