Browsing Tag

balangir news

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କଲେ ବିଧାୟକ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ । ବିଧାୟକ ଡ.ମହାଲିଙ୍ଗ ଶନିବାର ରାତିରେ ଜାମାଗାଁରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଜାତୀୟ ରାଜପଥ-୨୬ର ରଣ୍ଡାଛକରେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ଅସହାୟ ଅବସ୍ଥାରେ ପଡି ରହିଥିଲେ ।…
Read More...

ମୋବାଇଲ ହଜିଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାମେଶ୍ୱରନଗର ଠାରେ ଏକ ମୋବାଇଲ ହଜିଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାମେଶ୍ୱରନଗରର ବୀନା ବୁଡେକ ଗତରାତି ଚାଲି ଚାଲି ଯାଉଥିବା ବେଳେ ଏହି ସମୟରେ ତାଙ୍କ ମୋବାଇଲ କୌଣସି ଏକ ସ୍ଥାନରେ ପଡି ଯାଇଥିଲା । ବହୁ ଖୋଜା…
Read More...

ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚାଷୀମାନେ ଏହି ଦିନକୁ ଖୁବ୍ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି । ଆଜି ଚାଷୀ ଭାଇ ନିଜ କ୍ଷେତ କିଆରୀକୁ ଯାଇ ଗୁଆ, ପଣା ଦେଇ ପୂଜା କରି ଚାଷ ଅନୁକୂଳ କରିଥାଏ । କ୍ଷେତରେ ବିହନ ପକାଇ ଚାଷ କାର୍ଯ୍ୟ ଆରମ୍ଭ କରେ ।…
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଏଏଫ୍‌ସିସିକୁ ହରାଇ ତୁଷାର ରୟାଲ ଚମ୍ପିୟାନ

ବଲାଙ୍ଗିର, (ଦେବାଷିଶ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନ୍ତିମ ଦିବସର ଫାଇନାଲ ମ୍ୟାଚ୍‌ଟି ତୁଷାର ରୟାଲ ଦଳ ଓ ଏଏଫ୍‌ସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଏଫ୍‌ସିସି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ…
Read More...

‘ସୁଇସାଇଡ ଏଣ୍ଡ ଲାଇଫ’ ଶୀର୍ଷକ ଆଲୋଚନାଚକ୍ର

ଜୀବନ ସମ୍ଭାବନାମୟ, ତାକୁ ଖୋଜିବାକୁ ପଡିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ପଳାୟନପନ୍ଥୀ ଓ କାପୁରୁଷ ହେଲେ ଆତ୍ମହତ୍ୟା କରିଥାଏ । ମଣିଷ ଜନ୍ମ ଏକ ଦୁର୍ଲଭ ଜନ୍ମ । ଜୀବନକୁ ଜିଇଁବାକୁ ହେଲେ ସାହସୀ ଓ ସଂଘର୍ଷର ଆବଶ୍ୟକତା ରହିଛି । ଈଶ୍ୱର ସମସ୍ତଙ୍କୁ ସମାଜରେ କିଛି କରିବାକୁ…
Read More...

ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରେଲୱେ ଷ୍ଟେସନ ରୋଡରେ ଥିବା ଉଦୟ ନଗରର ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ନିଖୋଜ ସୁରଜଙ୍କ ବାପା ରାଜେନ୍ଦ୍ର ପାଣିଗ୍ରାହୀ । ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଲବାର ରାତି ୯ ଘଣ୍ଟା ସମୟରେ…
Read More...

ସୁପ୍ରିମଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଜ୍ୟୋତିନଗର ଲାଲ୍‌ଟିକ୍ରା ଛକ ସୁପ୍ରିମ୍‌ଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ୬୫ ଜଣ ଛାତ୍ରଛାତ୍ରୀ ଶପଥ ନେଇଥିଲେ ।…
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡିତା ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୀଡିତା ସହାୟତା ଯୋଜନା କମିଟିର ଏକ ବୈଠକ ତା.୧୩/୦୪/୨୦୨୩ ରିଖରେ ମାନନୀୟ ଜିଲ୍ଲା ନ୍ୟାୟାଧିଶ-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ପାଳିତ ହୋଇଯାଇଛି । ଏହି ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡେପୁଟି କଲେକ୍ଟର ହିତାଂଶୁ…
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ

ଉତ୍ତମ ସମନ୍ଵୟ ମାଧ୍ୟମରେ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁଙ୍କ…
Read More...