Browsing Tag

balangir news

ବୁଢିସିଣ୍ଡୋଲ କଂସ ଦରବାରର ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁଢିସିଣ୍ଡୋଲ ଗ୍ରାମରେ ଦୀର୍ଘ ୫ ଦିନ ଧରି ହେଉଥିବା ସାରସ୍ୱତ ସମାରୋହର କଂସ ଦରବାର, ବିଭିନ୍ନ ସାଂସ୍କୃତିକ ଓ ଅଧ୍ୟାତ୍ମିକ କାର୍ଯ୍ୟକ୍ରମର ଗତକାଲି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଜେଡି
Read More...

ଚୁଡାପାଲି ଠାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତକଙ୍କ ଚକ୍ଷୁଦାନ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଗତକାଲି ଚୁଡାପାଲି ଠାରେ ଏକ ସଡକ ଦୁର୍ଘଟଣାରେ ବୁଦ୍ଧ ବରିହା(୩୫)ଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ଶବ ବ୍ୟବଚ୍ଛଦ କେନ୍ଦ୍ର ଠାରେ ତାଙ୍କ ଶବ
Read More...

ଦିଲ୍ଲୀରେ ଅନୁଷ୍ଠିତ ହେଲା ଆଦି ସୌର୍ଯ୍ୟ ଔର ପର୍ବ ପରାକ୍ରମ କି : ଓଡିଶାର ନେତୃତ୍ୱ ନେଲେ ବଲାଙ୍ଗିରର କୁନା ବାଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀର ଜବାହାରଲାଲ ଷ୍ଟାଡିୟମ ଠାରେ ଜାନୁଆରୀ ୨୩ ଓ ୨୪ ଦୁଇ ଦିନ ଧରି ଆଦି ସୌର୍ଯ୍ୟ ଔର ପର୍ବ ପରାକ୍ରମ କି ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ୨୦ଟି ରାଜ୍ୟରୁ ୨୦ଟି
Read More...

ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଧାରଣତନ୍ତ୍ର ଦିବସରେ ସଂପର୍ଣ୍ଣା ପରିବାର ତରଫରୁ ମାଲପଡା ସ୍ଥିତ ଅଫିସ ପ୍ରାଙ୍ଗଣରେ ପତାକା ଉତ୍ତୋଳନ କରାଯାଇଥିଲା । ସମାଜସେବୀ ସୁଚିତ୍ରା ଚାନ୍ଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।
Read More...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଗାମୀ ୩୦ ଓ ୩୧ ଦୁଇଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌ ବାତିଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଗାମୀ ଜାନୁଆରୀ ୩୦ ଓ ୩୧ ତାରିଖ ଦିନ ଡାକରା ଦିଆଯାଇଥିବା ବ୍ୟାଙ୍କ ଷ୍ଟ୍ରାଇକ୍‌ ବାତିଲ ହୋଇଥିବା ସୂଚନା ମିଳିଛି । ତେବେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ରଖାଯାଇଥିବା ଦାବୀ
Read More...

ବେଲପଡ଼ା ବିଡ଼ିଓଙ୍କୁ ଅସମ୍ମାନ ପ୍ରଦର୍ଶନ ଆରୋପ କରି ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନଙ୍କ ଗିରଫ ଦାବୀ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ ବିଡ଼ିଓଙ୍କୁ ଅସମ୍ମାନ ପ୍ରଦର୍ଶନ ଆରୋପ କରି ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନଙ୍କ ଗିରଫ ଦାବୀ କରିଛି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ
Read More...

ସ୍ୱଧାର ଗୃହର ନୂତନ କୋଠାକୁ ଉଦ୍‌ଘାଟନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଧାର ଗୃହ (ଶକ୍ତି ସଦନ) କାର୍ଯ୍ୟକାରୀ ସଂସ୍ଥା ପଲ୍ଲୀ ନିକେତନ ଦ୍ୱାରା ନିର୍ମିତ ନୂତନ କୋଠାର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଶାଖା ଓ ପଲ୍ଲୀ ନିକେତନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ତଲାଲ ଦୀପଙ୍କ
Read More...

ଭାଲେର ପ୍ରାଥମିକ କୃଷି ସମବାୟ ସମିତିଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଲେର ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ସତ୍ୟପୀର ପାତ୍ର, ଭାଗ୍ୟ ବଗର୍ତ୍ତୀ, ଅରୂପ ସାହୁ, ରଙ୍ଗଧର ନାଏକ, ମନୋଜ କୁମାର ନାଏକ, ନୂରୂପ ନାଏକ,
Read More...

ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଏପିଡି ଟ୍ରେନିଙ୍ଗ ଡିଆର୍‌ଡିଏର ଅଭିଜିତ ପଣ୍ଡା ଓ ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମ୍‌ର ଆବାହାକ କୁଳମଣି ସାହୁ ଯୋଗ ଦେଇ ପ୍ରଥମେ ପତାକା
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୂନ, ସକାଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି, ବିଭିନ୍ନ
Read More...