Browsing Tag

balangir news

୮୦ ଫୁଟ୍‌ ଉଚ୍ଚ ପାଣି ଟାଙ୍କି ଉପରକୁ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ : ବଲାଙ୍ଗିର କଲେଜଛକରେ ଲୋକାରଣ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକରେ ରହିଥିବା ପିଏଚ୍‌ଡ଼ି ଜୁନିଅର୍‌ ଇଂଜିନିଅର୍‌ଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ୮୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକ ବିଭିନ୍ନ ପ୍ରକାର ନାରା ଦେଉଥିବା ବେଳେ ଏକ ବ୍ୟାନର୍‌ ଲଗାଇଥିବା ବି…
Read More...

ପୁଇଁତଲ ବ୍ଲକ କାର୍ଯ୍ୟାଳୟଠାରେ ଦାଦନ ଚାଲାଣ ସନ୍ଦେହରେ ଘରୋଇ ବସକୁ ଅଟକାଇଲା ବଲାଙ୍ଗିର ଟାଉନ୍‌ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୋନପୁର ରାସ୍ତାର ସହର ଉପକଣ୍ଠସ୍ଥ ବଲାଙ୍ଗିର କଲେଜ୍ ନିକଟରେ ଏକ ଘରୋଇ ବସରେ ଚଢ଼ାଉ କରିଛି ଟାଉନ୍‌ ପୁଲିସ । ବସରେ ତନାଘନା କରି ପ୍ରାୟ ୩୦ ଜଣ ଶ୍ରମିକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସୂଚନା ରହିଛି । ସୂଚନା ଅନୁସାରେ ଏହି ଦାଦନ ମାନେ…
Read More...

ବାରପୁଡୁଗିଆ ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମର ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ୮୦ ବର୍ଷ ବୟସରେ ସ୍ୱରାଜ ହସପିଟାଲରେ ହୃତଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣୀ ନୂଆଦେଇ ସାଏଙ୍କ ସହ ତିନି ପୁତ୍ର ନୃପରାଜ, ବିଶ୍ୱରାଜ, ଇଂ.…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଏକ ସଚେତନତା…
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ କୁନା ବାଗଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ହେଉଥିଲା । ମାତା ବିଳାସିନି ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ବିଗତ ୭ ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା…
Read More...

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ । ଏପରି ଏକ ଘଟଣା ଘଟିଛି ଟାଉନ ଥାନା ଅଞ୍ଚଳରେ । ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ କରି…
Read More...

ବଲାଙ୍ଗିରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ସାଢେ ୭ଟା ସମୟରେ ବଲାଙ୍ଗିର କୋଶଳ କଳା ମଣ୍ଡଳରୁ ଏକ ବିରାଟ ର‍୍ୟାଲି ବାହାରି ସହର…
Read More...

ଗୋପାଳ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

'ଚିର ବିନମ୍ର ଗୋପାଳ ଚନ୍ଦ୍ର’ ପୁସ୍ତକ ଉନ୍ମୋଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଟ୍ଟନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଶିକ୍ଷକତା କରିଥିବା ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଂଚନାଟକ ପ୍ରତି…
Read More...

ବଲାଙ୍ଗିର ଜିଲ୍ଲାର ସଂକିତ୍ତନ୍ୟ ମହାମେଳିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ରାଧାକୃଷ୍ଣ ମନ୍ଦିରର ପ୍ରହରୀ ମଣ୍ଡପଠାରେ ଜିଲ୍ଲା ସଂକିର୍ତନ୍ୟ ମହାମେଳିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟ…
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୋଲିସ ହାଇସ୍କୁଲ ମନୋହରପୁର ବଲାଙ୍ଗିର ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪ଟି ବ୍ଲକରୁ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ବର୍ଗରେ ଯଥାକ୍ରମେ ଅଙ୍କିତ ମିଶ୍ର, ଶୃତି ପ୍ରଧାନ…
Read More...