ରାସ୍ତା ବନ୍ଦ କଲା ରେଳ ବିଭାଗ : ମାଲଗୋଦାମପଡା ବାସିନ୍ଦାଙ୍କ ପ୍ରତିବାଦ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ୧୭ ନଂ ୱାର୍ଡ ଅନ୍ତର୍ଗତ ମାଲଗୋଦାମପଡା ବାସିନ୍ଦା ରେଳଷ୍ଟେସନ ଦେଇ ଯାଉଥିବା ରାସ୍ତାକୁ ଯାତାୟାତ ପାଇଁ ବ୍ୟବହାର କରୁଥିଲେ । ଆଜି ରେଳ ବିଭାଗ ତରଫରୁ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି । ପଡାକୁ ଯିବା ପାଇଁ ଏକ ମାତ୍ର ରାସ୍ତାକୁ ପ୍ରଶାସନ ବନ୍ଦ!-->…
Read More...
Read More...