ଖୁଜେନପାଲିରେ ସରକାରୀ ଜମି କେଳେଙ୍କାରୀ ମାମଲା : ଧରାପଡିଲେ ୨୫ ଜମି ବ୍ୟବସାୟୀ, ସରକାରୀ ଖାତାକୁ ଫେରିବ ୬୫ ଏକର ଜମି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଚଞ୍ଚକତା କରି ସରକାରୀ ଜମିହଡପ କରି ପରେ ତାକୁ ପ୍ଲଟିଂ କରି ବ୍ରିକ୍ରି କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବଲାଙ୍ଗିର ତହସିଲର ବଲାଙ୍ଗିର ସହରକୁ ଲାଗି ରହିଥିବା ଖୁଜେନପାଲି ମୌଜାର!-->…
Read More...
Read More...