Browsing Tag

balangir news

ଆଶୀର୍ବାଦ ଶିଶୁ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ନବବର୍ଷରେ ଖୋଲିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର କାର୍ଯ୍ୟାଳୟ ରାଜେନ୍ଦ୍ର ପାର୍କ ଗେଟ ପାଖକୁ ଲାଗି ଆଶୀର୍ବାଦ ନାମରେ ଶିଶୁମାନଙ୍କ ଚିକିତ୍ସା କେନ୍ଦ୍ର ଆଜି ନବବର୍ଷର ପ୍ରଥମ ଦିନରେ ଆରମ୍ଭ ହୋଇଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲର ସିନିଅର ରେସିଡେ଼ଣ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ…
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷର ପ୍ରଥମ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ମୁଖ୍ୟାଳୟସ୍ଥିତ ଜିଲ୍ଲାପାଳଙ୍କ ପୁରୁଣା ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ…
Read More...

ମେଣ୍ଡା ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସରଗାଡ ଦଳକୁ ହରାଇ ଅର୍ଡା ଦଳ ଚମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲ ପଡିଆରେ ମେଣ୍ଡା ସ୍ପୋଟିଙ୍ଗ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ହୋଇଥିବା ଫାଇନାଲ ମ୍ୟାଚରେ ସରଗାଡ ଦଳକୁ ହରାଇ ଅର୍ଡା ଦଳ ବିଜୟୀ ହୋଇ ଟ୍ରଫି ସହ ୧୫୦୦୦ ନଗଦ ରାଶି ହାସଲ…
Read More...

ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

ସରପଞ୍ଚ, ୱାର୍ଡମେମ୍ବର ଓ ପରିବେଶକର୍ମୀଙ୍କୁ ସମ୍ମାନୀତ କରି ପରିବେଶ ସୁରକ୍ଷାର ଶପଥ ପାଠ ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଂରାଜୀ ନବବର୍ଷର ଶେଷଦିନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଭୋଜିଭାତ ତଥା ପିକନିକ କରି ପାଳନ କରୁଥିବା ବେଳେ ବଲାଙ୍ଗିରର ଟାଙ୍କିଆ ଜାମ କମିଟି ଏହାକୁ ନିଆରା…
Read More...

ବଲାଙ୍ଗିର ସଦର ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବିଡିଓ ଶରତ କୁମାର ସେଠୀ, ସମିତି ସଭ୍ୟ ଗୋଲାପ…
Read More...

୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କରିଛି ପୁଇଁତଲା ପୋଲିସ । ପୁଇଁତଲା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ ଲିଟର ୮ ଶହ ଗ୍ରାମ ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ପୁଇଁତଲା ଥାନା ଅନ୍ତର୍ଗତ ଛତାପିପଲ ଗାଁର ହୁଲେଶ୍ୱର କଲତା(୩୧)ଙ୍କ ଠାରୁ ଚଢ଼ାଉ…
Read More...

ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ, ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ କରାଯାଇ ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଶଙ୍କରଭୋଜି ଛକର ରବୀନ୍ଦ୍ର ପାତ୍ର(୨୭)ଙ୍କ ଠାରୁ ଚଢ଼ାଉ ବେଳେ ପୁଇଁତଲା ପୁଲିସ ୭ ଲିଟର ଦେଶୀ ମଦ ପାଉଚ୍‌…
Read More...

ସର୍ବଭାରତୀୟ ନାଟ୍ୟ ସମାରୋହ ‘ମଠଖାଇ ମହୋତ୍ସବ’ର କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଜାନୁୟାରୀ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମଠଖାଇ ମହୋତ୍ସବ-୨୦୨୪ ଆୟୋଜନ ପାଇଁ ଏହାର କାର୍ଯ୍ୟାଳୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ…
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଶୀତ ଋତୁରେ ପ୍ରବଳ ଥଣ୍ଡା ସମୟରେ ଆମେ ନିଜକୁ ସ୍ୱିଟର, କମ୍ବଳ ଏବଂ ଉତ୍ତାପ ବସ୍ତ୍ର ସହିତ ଗରମ କରିଥାଉ । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଖରେ ପୋଷାକ ମଧ୍ୟ ନଥାଏ । ସେମାନେ ଶୀତରେ…
Read More...

ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡାସ୍ଥିତ ପ୍ରହରିଛକ ନିକଟସ୍ଥ ଦୁର୍ଗା ଚରଣ ସାହୁଙ୍କ ବାସଭବନରେ ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର ତଥା ଅବସରପ୍ରାପ୍ତ କୃଷି ଅଧିକାରୀ କେଶବ ଚରଣ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ ।…
Read More...