Browsing Tag

balangir news

ନୂଆଁଖାଇରେ ଇଷ୍ଟଦେବୀ ମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରିବା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ନୂଆଁଖାଇ ଅବସରରେ ଆଗାମୀ ୧୯ ଓ ୨୦ ତାରିଖ ଦିନ ବଲାଙ୍ଗିର ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ମନ୍ଦିରକୁ ଆଲୋକମାଳା ଓ ପୁଷ୍ପରେ ସଜ୍ଜିତ କରିବା ପାଇଁ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର
Read More...

ଏଆଇଟିୟୁସିର ଶ୍ରମିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ଏବଂ ଦୂତିକୃଷ୍ଣ ପଣ୍ଡା ସ୍ମାରକୀ ଓ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ପଶ୍ଚିମ ଓଡିଶାର ଏଆଇଟିୟୁସି ସହ ଅନନୁବଦ୍ଧିତ ବିଭିନ୍ନ କ୍ଷେତ୍ରର ଆଗୁଆ ଶ୍ରମିକସାଥୀମାନଙ୍କର ଆଜିଠାରୁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ
Read More...

ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ୩୪ତମ କ୍ୟାଜେଟ ଓ ଜୁନିୟର ରାଜ୍ୟ କରାଟେ ଚମ୍ପିୟାନସିପ୍‌ -୨୦୨୩ ଚଳିତ ମାସ ୧୦ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଓଡିଶା ରାଜ୍ୟର ସର୍ବମୋଟ ୧୭୮ ଜଣ କରାଟେକା ଅଂଶ ଗ୍ରହଣ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ
Read More...

ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ଉତ୍କଳର ବାର୍ଷିକ ସାଧାରଣ ସଭା ଭ୍ରମର ହୋଟେଲ ବଲାଙ୍ଗିର ଜିଲ୍ଲାରେ ମହାସାରୋହରେ ପାଳିତ ହୋଇଯାଇଅଛି । ପ୍ରାନ୍ତ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ କ୍ଷେତ୍ର ପ୍ରମୁଖ ସୁଧୀର ରଂଜନ
Read More...

ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚନ୍ଦନ କାଠ ଗଣ୍ଡି ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଏମ୍ସ ପବ୍ଲିକ୍‌ ସ୍କୁଲ୍‌ ପରିସର ମଧ୍ୟରେ ରହିଥିବା ଉଦ୍ୟାନ ଭିତରୁ ଦୁର୍ବୃତ୍ତମାନେ ଏକ ଧଳା ଚନ୍ଦନ ଗଛ କାଟି ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚନ୍ଦନ କାଠ ଗଣ୍ଡି ଚୋରି କରି ନେଇଥିବା ସୂଚନା ମିଳିଛି । ସ୍କୁଲର ନିର୍ଦ୍ଦେଶକ ବିଜୟ
Read More...

ବଲାଙ୍ଗିର ପୌରାଂଚଳରେ ବିଭିନ୍ନ ଉନ୍ନୟନମୂଳକ କାମର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳର ସମସ୍ତ ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାମର ଶିଳାନ୍ୟାସ କରିବା ସହ ସହର ମଧ୍ୟରେ କେତୋଟି ରାସ୍ତା ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପାର୍କକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ
Read More...

ଜିଲ୍ଲା ପ୍ରଶାସନର ସଇଁତଳା ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ସଇଁତଳା ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସରେ ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦର
Read More...

କ୍ରସର୍‌ ବନ୍ଦ କରାଯିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିବେଦନ କଲେ ଉଚ୍ଛବପାଲି ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁରେ ରହିଥିବା କ୍ରସର୍‌ ବନ୍ଦ କରାଯିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଉଚ୍ଛବପାଲି ଗ୍ରାମବାସୀ । ଆଜି ଏ ସଂପର୍କରେ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଉପରବାହାଲ ଗାମ ପଞ୍ଚାୟତର
Read More...

ବଲାଙ୍ଗିର ସହର କଲେଜଛକଠାରେ ଟାଟା ଏସି ଧକ୍କାରେ କଲେଜ ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ଟାଟା ଏସି ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁରୋମୁଣ୍ଡା ଗାଁର ନିର୍ମଳା ସୁନା ବଲାଙ୍ଗିର କନ୍ଧପାଲିପଡାର ସମ୍ପର୍କୀୟଙ୍କ ଘରେ ରହି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି । ଆଜି
Read More...

ବଲାଙ୍ଗିରରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଅକାଦେମି ଓ ରଚନାର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ସହରର ପତିତପାବନ ଏକାଡେ଼ମୀର ସଭାଗୃହରେ ‘ଓଡ଼ିଆ ଯୁବ ଲେଖକ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍‌ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ବିଜୟ କୁମାର
Read More...