ଗେଡ଼ାବାଂଜି ଛକରେ ଲୁଟ୍ କରିଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ସଦର ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଗେଡ଼ାବାଂଜି ଛକରେ ସନ୍ତୋଷ ମଲ୍ଲିକଙ୍କଠାରୁ ଜଣେ ଦୁର୍ବୃତ୍ତ ୫ ହଜାର ଟଙ୍କା ଲୁଟ୍ କରି ନେଇଥିବା ସଂପର୍କରେ ସଦର ଥାନାରେ ଅଭିଯୋଗ ହେବା ପରେ ସଦର ପୋଲିସ ଲୁଟ୍ କରିଥିବା ଯୁବକଙ୍କୁ ତୁରନ୍ତ!-->…
Read More...
Read More...