Browsing Tag

balangir news

ବଲାଙ୍ଗିର ବିଜେଡ଼ି ଦଳର ଜନ ସମ୍ପର୍କ ପଦଯାତ୍ରା : ହଜାର ହଜାର ସମର୍ଥକଙ୍କ ସହ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଜୁ ଜନତା ଦଳ କ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ସମସ୍ତ କାଉନସିଲରଙ୍କ ସମେତ ହଜାର ହଜାର ବିଜୁ…
Read More...

ପଞ୍ଚଭୂତରେ ଲୀନ ହେଲେ ଗୌଡ଼ଗୋଠର ସମିତିସଭ୍ୟ ଟଙ୍କଧର ବେରିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହେଲା ସମତିସଭ୍ୟ ଟଙ୍କଧରଙ୍କ ପାର୍ଥିବ ଶରୀର । ହଜାର ହଜାର ଶ୍ରଦ୍ଧାଳୁ, ବନ୍ଧୁବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ପଂଚାୟତର ଗୌଡ଼ଗୋଠର ସମିତିସଭ୍ୟ ଟଙ୍କଧର ବେରିଆ । ଗତ ବୁଧୁବାର ଦିନ ତାଙ୍କର…
Read More...

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ଗୁରୁବାର ସକାଳ ୭ଟା ସମୟରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗର ଠାରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା ।…
Read More...

ବିଭିନ୍ନ ଉନ୍ନୟନ ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୧୮ ଓ ୨୦ ନଂ ୱାର୍ଡରେ ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପାଖାପାଖି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବଲାଙ୍ଗିର ସହରର ଚସକା ଫେକ୍‌ଟେରୀ ଠାରୁ ପଦ୍ମିନୀ ମେହେରଙ୍କ ଘର…
Read More...

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଜିଲ୍ଲା କଂଗ୍ରେସ…
Read More...

ବିଷ୍ଣୁମୁଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲି ଯାଇଛି । ଆଉ ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବିଷ୍ଣୁମୁଣ୍ଡା ଠାରେ ରାସ୍ତାରୋକ କରିଛନ୍ତି । ମୃତକ ଜଣକ ବିଷ୍ଣୁମୁଣ୍ଡାର ଗଣେଶ୍ୱର ସୁନା…
Read More...

୨୦୨୪ ରାଜ୍ୟ ବିଜୁ ବନ୍ୟପ୍ରାଣୀ ସଂରକ୍ଷକ ପୁରସ୍କାରରେ ଭୂଷିତ ହେଲେ ବଲାଙ୍ଗିର ସହରର ପ୍ରସିଦ୍ଧ ପ୍ରାଣୀ ସଂରକ୍ଷକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୃଦୟ ଢ଼ାଳି, ମନପ୍ରାଣ ଦେଇ ନିରନ୍ତର ସ୍ୱାର୍ଥହୀନ ଭାବରେ କାମ କଲେ ପୁରସ୍କାର ପଛରେ ଦୌଡେ । ପ୍ରସିଦ୍ଧି ସ୍ୱୟଂ ଚରଣ ଚୁମ୍ବନ କରେ । ଆଜିର ଏହି ରାଜ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ପୁରସ୍କାର ବିତରଣ ଉତ୍ସବ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ୨୦୨୪ ରାଜ୍ୟ ବିଜୁ…
Read More...

ପୂର୍ବତନ ବଲାଙ୍ଗିର ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜେଲର ପୂର୍ବତନ ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ ଘଟିଯାଇଛି । କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନୀତ ରୋଗ ଦେଇ ଗତି କରୁଥିବା ବେଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ସୋମବାର ରାତିରେ ୭୩ ବର୍ଷ…
Read More...

କୋଶଳ କଳା ମଣ୍ଡଳ ସମୀକ୍ଷା କରିବେ ବିଧାୟକ

ପାଟଣା ମହାରାଜ ଆର.ଏନ୍‌.ସିଂହଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବେ ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ଐତିହ୍ୟ ମନ୍ଦିର ଏବଂ କଳା ସଂସ୍କୃତିର ଐତିହ୍ୟ ପୀଠ କୋଶଳ କଳା ମଣ୍ଡଳ ସୁରକ୍ଷା ପାଇଁ ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ବିଧାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ…
Read More...

ମହାଳୟାରେ ସାମୁହିକ ଦୀପ ଦାନ ଓ ଗାନ୍ଧୀ ଜୟନ୍ତି ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁ୍‌ଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପବିତ୍ର ମହାଳୟାରେ ସାମୁହିକ ଦୀପ ଦାନ ଓ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଶ୍ରୀରାମ ମନ୍ଦିର ଟିକ୍ରାପଡା ଛକ ଠାରେ ଅନୁଷ୍ଠିତ…
Read More...